BIS ର ଜାତୀୟ ନିର୍ମାଣ କୋଡ୍ କମିଟିକୁ ଇଞ୍ଜିନିୟର ଅଶୋକ ବାସା ମନୋନୀତ
ଭାରତର ନିର୍ମାଣ କୋଡ୍ ସଂଶୋଧନ ପାଇଁ ଦାୟୀ ସର୍ବୋଚ୍ଚ ସଂସ୍ଥା, ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ (BIS) ର ଜାତୀୟ ନିର୍ମାଣ କୋଡ୍ କମିଟି (CED 46) ର ସଦସ୍ୟ ଭାବରେ ଇଞ୍ଜିନିୟର ଅଶୋକ ବାସାଙ୍କୁ ମନୋନୀତ କରାଯାଇଛି।
ଉଲ୍ଲେଖନୀୟ ଯେ, ଇଂଜିନିଅର ବାସା ପୂର୍ବରୁ ଭାରତୀୟ ସଡ଼କ…
