ପୁଣି ମୁଣ୍ଡ ଟେକିଲା ଅସଦାଚରଣ ମାମଲା : ଜିଏମ୍ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଗିରଫ
ଫକୀର ମୋହନ କଲେଜ ଛାତ୍ରୀ ନିର୍ଯାତନା ମାମଲା ପରେ ଆକ୍ସନ ମୋଡ଼ରେ ସରକାର। ମାମଲାରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସହକାରୀ ଅଧ୍ୟାପକ ଗୋପୀକାନ୍ତ ସୁନା ଗିରଫ ହୋଇଛନ୍ତି । ବିଶ୍ବବିଦ୍ୟାଳୟର ଜଣେ ବିଏଡ୍ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ୩୨ ବର୍ଷୀୟ ଅଧ୍ୟାପକଙ୍କୁ ଗିରଫ କରାଯାଇଛି ।!-->…
