୯୫ ପ୍ରତିଶତ ପୋଡ଼ିଯାଇଛନ୍ତି ଛାତ୍ରୀ : ଡାକ୍ତର କହୁଛନ୍ତି
ଭୟଙ୍କର, ହୃଦୟ ବିଦାରକ…ଅଧ୍ୟାପକଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଶେଷରେ ନିଜ ଦେହରେ ନିଆଁ ଲଗାଇଦେଲେ ଛାତ୍ରୀ । ସର୍ବସମ୍ମୁଖରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ସ୍ଥିତି ଏମିତି ହେଲା ବାଲେଶ୍ବରରୁ ଏମ୍ସକୁ ତାଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଲା । ପୂରା ରାଜ୍ୟରେ ଯାହା କେବେ ଘଟିନଥିଲା!-->…
