Odia News Portal
Yearly Archives

2025

କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁତୟନ ହେବେ ୧୩୩ ପ୍ଲାଟୁନ ପୁଲିସ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ବର ଜନତା ମଇଦାନକୁ ବିରାଟ ରୋଡ୍‌ ସୋ’ରେ ଯାଇ ମୋହନ ମାଝୀ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କିପରି

ଗୋପାଳପୁର ଯିବ AICC ଟିମ୍, ଗଣଦୁଷ୍କର୍ମ ମାମଲାର କରିବ ତନାଘନା

ଗୋପାଳପୁର ଗଣଦୁଷ୍କର୍ମ ଘଟଣା । ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲା AICC । ଦୀପା ଦାସମୁନିସିଙ୍କ ଆବାହକତ୍ୱରେ ଏହି କମିଟି ଗଠନ ହୋଇଛି । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ରେ ୫ ଜଣ ସଦସ୍ୟ ରହିଛନ୍ତି । କମିଟିରେ ସାଂସଦ ରଞ୍ଜିତ ରଞ୍ଜନ, ସାଂସଦ ପ୍ରଣିତି ସିନ୍ଦେ, ସାଂସଦ ଏସ୍‌ ଜ୍ୟୋତିମଣି

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ପ୍ରମାଣ ନଷ୍ଟ ପାଇଁ ଦୁଷ୍କର୍ମକାରୀଙ୍କ ଚାଲ

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ଡାକ୍ତରୀ ମାଇନା କରିଥିବା ଡାକ୍ତର ତଥ୍ୟ ପ୍ରକାଶ କରିଛନ୍ତି । ଏଫଏମଟି ବିଭାଗୀୟ ମୁଖ୍ୟଙ୍କ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶିତ । ତଥ୍ୟ ଅନୁସାରେ ଦୁଷ୍କର୍ମ ବେଳେ ବ୍ୟବହାର କରିଥିଲେ ଗର୍ଭ ନିରୋଧ ସାମଗ୍ରୀ । ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା

ଭୁବନେଶ୍ୱରରେ ବୋମା ମାଡ

ଭୁବନେଶ୍ୱରରେ ଶ୍ୟାମପୁରରେ ବୋମାମାଡ ଏକାଧିକ ଗାଡି ଜଳିଲା । କିଛି ଦୁର୍ବତ୍ତ ଆସି ବୋମା ମାଡ କରିଛନ୍ତି ବୋଲି ପ୍ରାଥମିକ ଭାବରେ ସୂଚନା ମିଳିଛି ।କାର ସୋ ରୁମରେ ବୋମା ମାଡ ହୋଇଛି । ବୋମା ମାଡର କାରଣ ଅସ୍ପଷ୍ଠ ।

ଏୟାର ଇଣ୍ଡିଆ ପରେ ଏବେ ଇଣ୍ଡିଗୋ ଉପରେ ପଡିଛି କି ଶନିଦଶା ? ସବୁଦିନ ଆସୁଛି ବିମାନକୁ ନେଇ ଅଘଟଣର ଖବର

ଏୟାର ଇଣ୍ଡିଆ ପରେ ଏବେ ଇଣ୍ଡିଗୋ ଉପରେ ପଡିଛି କି ଶନିଦଶା ? ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆକୁ ନେଇ ଅଘଟଣର ଖବର ଆସୁଥିବା ବେଳେ ଏବେ ପୁଣି ଇଣ୍ଡିଗୋ ଏୟାରଲାଇନ୍ସକୁ ନେଇ ଆସିବାରେ ଲାଗିଛି ଅଘଟଣର ଖବର । ଇଣ୍ଡିଗୋ ହେଉ କି ଏୟାର ଇଣ୍ଡିଆ- ଗୋଟେ ପ୍ରକାର କହିବାକୁ ଗଲେ ବିମାନ

ଅପହରଣ କରି ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ

ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ଜୁନ୍ ୧୫ ତାରିଖରେ ଘଟିଥିବା ଗଣଦୁଷ୍କର୍ମର ଦୁଃଖ ଲୋକଙ୍କ ମନରୁ ନ ଲିଭୁଣୁ ଏହି ଘଟଣାର ଚାରି ଦିନ ପରେ, ମୟୂରଭଞ୍ଜ ଜିଲ୍ଲାରେ ବୁଧବାର ରାତିରେ ଆଉ ଏକ ଏଭଳି ଘଟଣା ରାଜ୍ୟରେ ଘଟିଛି। ଏଭଳି ଅପରାଧ ଲଗାତାର ଘଟୁଥିବାରୁ ରାଜ୍ୟର ଆଇନ ଶୃଙ୍ଖଳା

ଜୁନ୍ ୨୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ: ଆଜି ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ପୂର୍ବାନୁମାନ

ଜୁନ୍ ୨୪ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି। ଗୁରୁବାର ଚାରିଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଭୁବନେଶ୍ବର ପାଇଁ ଟ୍ରାଫିକ୍ ପରାମର୍ଶ ଜାରି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୦ ତାରିଖ ଶୁକ୍ରବାର ଦିନ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ଏକ ବିସ୍ତୃତ ଟ୍ରାଫିକ୍ ପରାମର୍ଶ ଜାରି କରିଛି। ସୁଗମ ଯାନବାହାନ ଚଳାଚଳ ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା

ନବୀନଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋହନ : ମହାପ୍ରଭୁଙ୍କ ନିକଟରେ କଲେ ପ୍ରାର୍ଥନା

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ଅଛନ୍ତି । ଚିକିତ୍ସା ପାଇଁ ସେ ତିନିଦିନ ପରେ ମୁମ୍ବାଇ ଯିବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଅସୁସ୍ଥତା ସଂପର୍କରେ ସାମାଜିକ ଗଣମାଧ୍ୟମରେ ଟୁଇଟ୍‌ କଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‌ଏନେଇ ଚିନ୍ତାପ୍ରକଟ କରିଛନ୍ତି । ନବୀନ

ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ନବୀନ : ଚିକିତ୍ସା ପାଇଁ ଯିବେ ମୁମ୍ବାଇ , ଦଳ ବୁଝିବ ପିଏସି

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭିକାଲ୍ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ହୋଇଛନ୍ତି ନବୀନ । ୨୨ ତାରିଖରେ ତାଙ୍କର ଚିକିତ୍ସା ମୁମ୍ବାଇସ୍ଥିତ କୋକିଲାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ । ନବୀନ ନିଜେ ‘ଏକ୍ସ’