ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ଚଢ଼ାଉ : ସମ୍ବଲପୁର, ଝାରସୁଗୁଡ଼ା, ଦିଲ୍ଲୀ ସମେତ ୧୯ଟି ସ୍ଥାନରେ ରେଡ୍
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ଚଢ଼ାଉ । ସକାଳୁ ସକାଳୁ ସ୍ବର୍ଗତ ନବ ଦାସଙ୍କ ବିଭିନ୍ନ ଠିକଣାରେ ଏକ ବଡ଼ ଧରଣର ଚଢ଼ାଉ ଜାରି ରହିଛି । ଏକାବେଳେ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଦିଲ୍ଲୀ ସମେତ ୧୯ଟି ସ୍ଥାନରେ ଆଜି ସକାଳ ୫ଟାରୁ ଆରମ୍ଭ ହୋଇଛି ରେଡ୍ । ଦୀପାଳି ଦାସ ପୁରୀରୁ!-->…
