ଦୁର୍ନୀତି ନକରିବାକୁ ନବନିଯୁକ୍ତଙ୍କୁ ପରାମର୍ଶ
ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ରଖିଛନ୍ତି । କହିଛନ୍ତି, ପୂର୍ୱ ସରକାରରେ ନିଯୁକ୍ତି ପ୍ରକ୍ରିୟା ମନ୍ଥର ଥିଲା । ଆମେ ୨୦୨୬ ଜୁନ ସୁଦ୍ଧା ୫୯ ହଜାର ନିଯୁକ୍ତି ପାର କରିଛି । ନବ ନିଯୁକ୍ତଙ୍କୁ ଚାକିରିର ଗୁରୁତ୍ୱ ବୁଝାଇଲେ ମୁଖ୍ୟମନ୍ତ୍ରୀ । ଆମ!-->…
