ଅଧବାଟରେ ଖରାପ ହେଲା ୧୦୮ ଆମ୍ବୁଲାନ୍ସ, ଚିକିତ୍ସା ପୂର୍ବରୁ ଚାଲିଗଲା ରୋଗୀଙ୍କ ଜୀବନ
ଧୋକା ଦେଲା ଆମ୍ବୁଲାନ୍ସ । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଉଡ଼ିଗଲା ରୋଗୀଙ୍କ ପ୍ରାଣବାୟୁ । କଟକରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ନିଶ୍ଚିନ୍ତକୋଇଲି ଜିଗ୍ନିପୁର ଗାଁର ପ୍ରଦ୍ୟୁମ୍ନ ଓରଫ୍ ଶିବୁ ଅସୁସ୍ଥ ହେବା ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାର ଲୋକେ । ଆମ୍ବୁଲାନ୍ସ!-->…
