ଜେଲ୍ରେ ବିଗିଡ଼ିଲା ଧର୍ମଗଡ଼ ଲାଞ୍ଚୁଆ ଉପଜିଲ୍ଲାପାଳଙ୍କ ସ୍ବାସ୍ଥ୍ୟାବସ୍ଥା, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରା…
ଜେଲ୍ରେ ବିଗିଡ଼ିଲା ଲାଞ୍ଚୁଆ ଆଇଏଏସ୍ ଅଫିସରଙ୍କ ସ୍ବାସ୍ଥ୍ୟ । ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଛି । ତାଙ୍କୁ ଜେଲ୍ରେ ଚିକିତ୍ସା ଦେଉଛନ୍ତି ଡାକ୍ତରୀ ଟିମ୍ । ଗତକାଲି ଜାମିନ ନାମଞ୍ଜୁର ପରେ ତାଙ୍କୁ ଭବାନୀପାଟଣ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଥିଲା!-->…
