Odia News Portal
Monthly Archives

March 2026

୭-୧୩ ବର୍ଷ ବୟସର ପିଲାଙ୍କୁ ନିଯୁକ୍ତି ଦେଉଛନ୍ତି ଜୈସ୍ ଓ ଲସ୍କର

ପାକିସ୍ତାନ ଓ ପାକ୍-ଅଧିକୃତ କାଶ୍ମୀରରେ ଧାର୍ମିକ ସମାବେଶ, ରାଲି ଓ ଆତଙ୍କବାଦୀ ତାଲିମ ଶିବିର ଆୟୋଜନ କରିବା ପରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଇବା ବର୍ତ୍ତମାନ ବିଦ୍ୟାଳୟ ଉପରେ ଧ୍ୟାନ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ସଂଗଠନଗୁଡ଼ିକ ନୂତନ ପିଢ଼ିର ଆତଙ୍କବାଦୀ ଗଠନ…

ସମ୍ବଲପୁର ମଣ୍ଡଳ କାରାଗାରରେ ପୁଲିସର ବଡ଼ ଧରଣର ଚଢ଼ାଉ

ସମ୍ବଲପୁର ମଣ୍ଡଳ କାରାଗାର ପରିସରରେ ସୋମବାର ସକାଳୁ ପୁଲିସ ପକ୍ଷରୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ ବା ରେଡ୍ କରାଯାଇଛି।ଜେଲ୍ ଭିତରେ ବିଭିନ୍ନ ବେଆଇନ କାରବାର ଚାଲୁଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ପୁଲିସ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।ଏହି ଅଚାନକ ହୋଇଥିବା ଚଢ଼ାଉରେ ଜଣେ…

ହର୍ମୁଜ୍ ମୁହାଁ ଟ୍ରମ୍ପଙ୍କ ବିଶାଳ ନୌସେନା : ୪୮ ଘଣ୍ଟାର ଅଲଟିମେଟମ ଶେଷ

ହର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲଟିମେଟମକୁ ଇରାନ ଅଣଦେଖା କରିବା ପରେ, ଟ୍ରମ୍ପ ମଧ୍ୟପ୍ରାଚ୍ୟ ଅଞ୍ଚଳକୁ ବିଶାଳ ନୌସେନା ପଠାଇଛନ୍ତି। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ , ହର୍ମୁଜ୍ ପ୍ରଣାଳୀ…

ଆଜି କେମିତି କଟିବ

ମେଷ: ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଫଳସ୍ୱରୂପ, ଆପଣ କାର୍ଯ୍ୟସ୍ଥଳରେ ଆପଣଙ୍କର କାର୍ଯ୍ୟଗୁଡ଼ିକୁ ସହଜରେ ସମାପ୍ତ କରିପାରିବେ । ଆପଣ ଆପଣଙ୍କର ବ୍ୟବସାୟକୁ ବିସ୍ତାର କରିବା ପାଇଁ ଯୋଜନା ଉପରେ କାମ କରିପାରିବେ । ଆପଣ ଆର୍ଥିକ ବିଷୟଗୁଡ଼ିକୁ…

ରୁଷରୁ ଅଶୋଧିତ ତେଲ, ଆମେରିକାରୁ ରନ୍ଧନ ଗ୍ୟାସ ନେଇ ମାଙ୍ଗାଲୁରରେ ପହଞ୍ଚିଲା ଜାହାଜ

ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଦେଖା ଦେଇଥିବା ଯୁଦ୍ଧ ପରିସ୍ଥିତି ତଥା ବଢୁଥିବା ଉତ୍ତେଜନାର ପ୍ରଭାବ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଏପରି ସ୍ଥିତିରେ ଦକ୍ଷିଣ କନ୍ନଡ ଜିଲ୍ଲାର ନ୍ୟୁ ମାଙ୍ଗଲୁର ପୋର୍ଟ (NMPA)ରୁ ଶକ୍ତି ଯୋଗାଣକୁ ନେଇ ବଡ ଖବର ମିଳିିଛି । ଶନିବାର ଏବଂ ରବିବାର…

ନିଲମ୍ବନ ପରେ ସୌଭିକଙ୍କ ବିସ୍ଫୋରକ ବୟାନ; କହିଲେ, ନିର୍ମାଲ୍ୟ ଛୁଇଁବାକୁ କୁହା ଯାଇଥିଲା, ମୁଁ ହାତଯୋଡି ମନା କରିଥିଲି.

ବିଜେଡିରୁ ନିଲମ୍ବନ ପରେ ପାଣ୍ଡିଆନଙ୍କ ଉପରେ ବର୍ଷିଲେ ସୌଭିକ ବିଶ୍ୱାଳ l ଆଗରୁ ବର୍ଷିଥିଲେ, ଏବେ ଆଉ ଯାହା ଥିଲା ସବୁ ଉଗାଳିଲେ । କହିଲେ, 'ଯେଉଁଦିନ ମୋ ବାପାଙ୍କୁ ବିଜେଡି ଦଳକୁ ବହିଷ୍କାର କରାଯାଇଥିଲା, ମୁଁ ମଧ୍ୟ ସେହି ଦିନ ବିଜେଡି ଦଳରୁ ବହିଷ୍କାର ହୋଇଛି ବୋଲି ଭାବିଥିଲି । ମୁଁ…

ଯାଞ୍ଚ ହେବ ରାଜ୍ୟର ସମସ୍ତ ସରକାରୀ ହସ୍‌ପିଟାଲ୍‌ର ଅଗ୍ନିନିରାପତ୍ତା ବ୍ୟବସ୍ଥା

ଆଜି ଲୋକସେବା ଭବନ ଠାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ରାଜ୍ୟର ସମସ୍ତ ସରକାରୀ ହସ୍‌ପିଟାଲ୍‌ର ଅଗ୍ନିନିରାପତ୍ତା ବ୍ୟବସ୍ଥାର ନିୟମିତ ଯାଞ୍ଚ ଓ ରାଜ୍ୟର ଅଗ୍ନି ନିରାପତ୍ତା ନିୟମକୁ କଠୋର…

ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ । ଚଣ୍ଡିଖୋଲ ନିକଟ ଧର୍ମଶାଳା ଭଵନରେ ଓଡ଼ିଶା ଜନତା କଂଗ୍ରେସ ବ୍ୟାନରରେ ପ୍ରଥମ ସମାବେଶ ତଥା ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ…

ଦେବ୍ରିଗଡ଼ରେ ହେବ ବାଇସନ ଜାତୀୟ ଉଦ୍ୟାନ

ଖୁବ ଶୀଘ୍ର ଦେବ୍ରିଗଡ଼ରେ ହେବ ବାଇସନ ଜାତୀୟ ଉଦ୍ୟାନ । ଏନେଇ ବିଚାର ବିମର୍ଷ ଚାଲିଥିବା କହିଲେ, ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଯାଇଥିବା ବେଳେ ଶିମିଳିପାଳରେ ମଧ୍ୟ କଳା ବାଘ ସଫାରୀ ପାଇଁ ଚାଲିଛି ପ୍ରସ୍ତୁତି ।ଖୁବ ଶୀଘ୍ର…

ଟୁରିଷ୍ଟ ପରମିଟ୍‌ରେ ଗଡୁଛି ଯାତ୍ରୀବାହୀ ବସ୍‌

ନବରଙ୍ଗପୁରରୁ ୩୦ରୁ ଊର୍ଦ୍ଧ୍ବ ଘରୋଇ ବସ୍‌ ପ୍ରତ୍ୟେକ ଦିନ ଓଡ଼ିଶାର ପ୍ରମୁଖ୍ୟ ସହର ସମେତ ଆନ୍ଧ୍ରପ୍ରଦେଶ-ତେଲଙ୍ଗାନାକୁ ଯୋଡୁଛି। ନବରଂଗପୁରରୁ ଦୈନିକ ହାଇଦ୍ରାବାଦ, ବିଜୟୱାଡା, ବିଶାଖାପାଟଣା, ରାଜ‌ମହେନ୍ଦ୍ରୀ, ଗୁଣ୍ଟୁର, ଭୁବନେଶ୍ବର, ବ୍ରହ୍ମପୁର ଓ କଟକକୁ ଯିବା ଆସିବା କରୁଛି।…