Odia News Portal
Monthly Archives

March 2026

ଜଳିଗଲା ଯାତ୍ରୀବାହୀ ବସ୍‌, କଂଗ୍ରେସ ବିଧାୟକଙ୍କ ସମେତ 37 ଯାତ୍ରୀ ସୁରକ୍ଷିତ

ବିଧାୟକ ଯାଉଥିବା ବସ୍ ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମାଲକାନଗିରି ଯିବା ବେଳେ ବସରେ ଅଗ୍ନିକାଣ୍ଡ । ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରୁ ବସଟି ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିଲା । ଆନ୍ଧ୍ରପ୍ରଦେଶର…

ଝାରସୁଗୁଡା ସହରରେ ଫୁଟିଲା ଗୁଳି, ଜଣେ ମହିଳାଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର

ମହିଳାଙ୍କୁ ଫାୟାରିଂ । ଝାରସୁଗୁଡା ସହରରେ ଫୁଟିଲା ଗୁଳି । ଜଣେ ମହିଳା ଆହତ । ଆହତ ମହିଳାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର । ସରବାହଲ ଅଞ୍ଚଳରେ ରାତି ସାଢ଼େ ୧୦ଟାରେ ଗୁଳିକାଣ୍ଡ ଘଟିଛି । ଘର ବାରଣ୍ଡାରେ ଠିଆ ହୋଇଥିବା ବେଳେ ମହିଳାଙ୍କ ଦେହରେ ଗୁଳି ବାଜିଥିଲା । ବାଇକରେ ଆସି ଜଣେ…

ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି କାର୍ଯ୍ୟ ହେବ ଆରମ୍ଭ

ମାର୍ଚ୍ଚ ୨୫ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ଅନୁଯାୟୀ ସବୁ କାର୍ଯ୍ୟ ହେବ । ଗତାକଲି ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ କିଭଳି ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି…

ରୋଚକ ମୋଡ଼ରେ କ୍ରସ ଭୋଟିଂ ବିବାଦ; ପ୍ରମିଳାଙ୍କୁ ବିଧାୟକଙ୍କ ଫୌଜଦାରୀ ମାମଲା ଚେତାବନୀ, ବସିଲା ଶୃଙ୍ଖଳା କମିଟି ବୈଠକ

ରୋଚକ ମୋଡ଼ରେ ପହଁଚିଛି ବିଜେଡିର କ୍ରସ ଭୋଟିଂ ବିବାଦ । ଦଳ ଜାରି କରିଥିବା ନୋଟିସର ଜବାବ ରଖିଛନ୍ତି ବିଜେଡି ବିଧାୟକ । ନୋଟିସ କରିଥିବା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ବିଧାୟକ ଦେଖାଇଛନ୍ତି ନାଲି ଆଖି । ନୋଟିସ ଫେରାଇ ନିଅ, ନହେଲେ ଫୌଜଦାରୀ ମାମଲା କରିବାକୁ ଚେତାବନୀ…

ମହଙ୍ଗା ହେଲା ତୈଳ: ଶିଳ୍ପଭିତ୍ତିକ ଡିଜେଲ ଦରରେ ୨୫% ବୃଦ୍ଧି, ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହୋଇଥିବାବେଳେ ଭାରତୀୟ ତୈଳ କମ୍ପାନୀଗୁଡ଼ିକ ଶୁକ୍ରବାର ଦିନ ଶିଳ୍ପଭିତ୍ତିକ ଡିଜେଲ ଓ ପ୍ରିମିୟମ୍ ପେଟ୍ରୋଲ ଦରରେ ବଡ଼ ଧରଣର ବୃଦ୍ଧି ଘୋଷଣା କରିଛନ୍ତି। ବ୍ୟବସାୟିକ…

”ଡିଏଗୋ ଗାର୍ସିଆ” ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼, ବଢ଼ିଲା ଆମେରିକାର ଚିନ୍ତା

ଏସୀୟ ଉପସାଗରୀୟ ଅଞ୍ଚଳରେ ଚାଲିଥିବା ଯୁଦ୍ଧ ଏକ ଭୟଙ୍କର ମୋଡ଼ ନେଇଛି। ଇରାନ ପ୍ରଥମ ଥର ପାଇଁ ନିଜର ପ୍ରକୃତ ସାମରିକ କ୍ଷମତା ପ୍ରଦର୍ଶନ କରି ବିଶ୍ୱକୁ ଚକିତ କରିଦେଇଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ, ଇରାନ ନିଜ ସୀମାରୁ ପ୍ରାୟ ୪,୦୦୦ କିଲୋମିଟର ଦୂରରେ…

ପରମାଣୁ ବିପତ୍ତି ଆଶଙ୍କା ବଢ଼ୁଛି: ମୁକାବିଲା ପାଇଁ ‘ହୁ’ର ପ୍ରସ୍ତୁତି

ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୧ ଦିନ ଅତିକ୍ରାନ୍ତ କରିବା ସହିତ ଏକ ପରମାଣୁ ମହାବିପତ୍ତିର ଆଶଙ୍କା ଏବେ ବିଶ୍ୱ ସ୍ୱାସ୍ଥ୍ୟ ସମୁଦାୟକୁ ଚିନ୍ତାରେ ପକାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କରାଯାଉଥିବା ପ୍ରସ୍ତୁତି ଏହା ସ୍ପଷ୍ଟ କରୁଛି ଯେ ପାରମ୍ପରିକ…

 ‘ଋଷିକୁଲ୍ୟା’ ନଦୀ ଉତ୍ପତ୍ତିସ୍ଥଳରେ ଜଳକଷ୍ଟ

ଗଞ୍ଜାମ ଜିଲ୍ଲାର ଜୀବନରେଖା କୁହାଯାଉଥିବା ଋଷିକୁଲ୍ୟା ନଦୀର ଉତ୍ପତ୍ତିସ୍ଥଳ ଋଷିମାଳ ପାହାଡ଼ତଳର ଦୁଇଟି ଗାଁ ପିଡ଼ିକାରୀ ଓ କସପଙ୍କା। ଏହି ଦୁଇ ଗ୍ରାମର ଲୋକେ ବର୍ଷର ୧୨ ମାସ ଜଳକଷ୍ଟ ଭୋଗନ୍ତି। କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତ ଅଧୀନରେ…

ଆଜି କେମିତି କଟିବ

ମେଷ: ଆଜି ଆନନ୍ଦ ଏବଂ ଉଲ୍ଲାସରେ ପରିପୂର୍ଣ୍ଣ ଦିନ ହେବ । ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉତ୍କୃଷ୍ଟ ରହିବ । ଆଜି ଆପଣ ହାତକୁ ନେଇଥିବା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଆପଣ ଆପଣଙ୍କ ଚାକିରିରେ ଏକ ନୂତନ ପ୍ରକଳ୍ପ କିମ୍ବା ଦାୟିତ୍ୱ ଆରମ୍ଭ କରିପାରନ୍ତି ।…

ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ: ବିଜେଡି

ବିଧାନସଭାରେ ଗତକାଲି ବିରୋଧୀ ଦଳର ଅନୁପସ୍ଥିତି ମଧ୍ୟରେ ଜଳ ସଂପଦ ବିଭାଗର ଖର୍ଚ୍ଚ ଦାବି ଉପରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ବିଭାଗୀୟ କାର୍ଯ୍ୟ ସମ୍ବନ୍ଧରେ କହିବା ପରିବର୍ତ୍ତେ ବିରୋଧୀ ଦଳକୁ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ। ରାଜ୍ୟରେ ଚାଲିଛି ଗୁଜରାଟୀ ଓଡିଆ ଅସ୍ମିତା ସରକାର…