ଦୁଇ ବର୍ଷରେ ବଢ଼ିବ ୫୦୦ ପିଜି ସିଟ୍: ଫୋକସ୍ରେ କ୍ୟାନ୍ସର ମୁକ୍ତ ଓଡ଼ିଶା, ରକ୍ତ ଭଣ୍ଡାର, କିଡ୍ନି ରୋଗ କମାଇବା
ରାଜ୍ୟର ସମସ୍ତ ଜିଲ୍ଲା ଓ ମେଡିକାଲ୍ କଲେଜରେ ବିଶେଷଜ୍ଞଙ୍କ ଦ୍ବାରା ଚିକିତ୍ସା ସେବା ଉପଲବ୍ଧ କରାଇବା ପାଇଁ ପିଜି ପାଠ୍ୟକ୍ରମକୁ ସୁଦୃଢ଼ କରାଯିବ। ଆସନ୍ତା ୨ବର୍ଷ ମଧ୍ୟରେ ୫୦୦ଟି ପିଜି ଆସନ ବୃଦ୍ଧି କରାଯିବ। ଆସନ୍ତା ବର୍ଷ ୧୫୦ଟି ଏମ୍ବିବିଏସ୍ ସିଟ୍ ବୃଦ୍ଧି ପାଇଁ…
