Odia News Portal
Monthly Archives

March 2026

ଆଜି ୱାଙ୍ଖେଡେରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଭାରତୀୟ ଦଳ ଇଂଲଣ୍ଡ ସହିତ ଗୁରୁବାର ଦିନ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମୁକାବିଲା କରିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ପାଖରେ ୩୯ ବର୍ଷର ପୁରୁଣା ସ୍କୋରକୁ ପୂରଣ କରିବାର ସୁଯୋଗ ରହିବ। ଇଂଲିଶ ଦଳ ସୁପର-୮ରେ ଚମତ୍କାର ପ୍ରଦର୍ଶନ କରିଥିଲା, ତିନୋଟି ମ୍ୟାଚ୍ ଜିତି…

ରାଜ୍ୟସଭାର ସଦସ୍ୟ ହେବାକୁ ଚାହୁଁଛି: ନୀତୀଶ

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ରିପୋର୍ଟ ମଧ୍ୟରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ହ୍ୟାଣ୍ଡେଲରୁ ଏହି ସୂଚନା ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆପଣମାନେ ନିରନ୍ତର…

ନଦୀରେ ବୁଡି ରାଜ୍ୟରେ 4 ମୃତ

ଯାଜପୁର/କଟକ: ଦୁଃଖ ଆଣିଲା ରଙ୍ଗର ପର୍ବ । ଆଜି ସାରା ରାଜ୍ୟରେ ଧୂମଧାମରେ ହୋଲି ସେଲିବ୍ରେସନ ହୋଇଥିବା ବେଳେ କିଛି ପରିବାର ପାଇଁ ହୋଲି ଦୁଃଖର କଳା ବାଦଲ ଆଣି ଦେଇଛି । ରାଜ୍ୟରେ ପୃଥକ ପୃଥକ ଅଘଟଣରେ ଯାଜପୁରରେ 3 ଓ କଟକରେ ଜଣଙ୍କ ମୃତ୍ୟୁ ହୋଇଛି । କିଏ ପୁଅକୁ ହରାଇଛି, କାହାର ମଥାରୁ…

ଜଳ, ଜଙ୍ଗଲ ଓ ଜମିକୁ ସୁରକ୍ଷା ଦେବୁ-ନିୟମରାଜା ପର୍ବ ପାଳି ଶପଥ ନେଲେ ନିୟମଗିରି ଅଧିବାସୀ

ଭବାନୀପାଟଣା: ନିୟମଗିରିର କାଣିଚାଏ କ୍ଷତି ସହବେ ନାହିଁ । ନିୟମଗିରିର ସୁରକ୍ଷା ସେମାନଙ୍କର ଲକ୍ଷ୍ୟ ନୁହେଁ ଧର୍ମ । ଏମିତି ଉଦ୍ଦେଶ୍ୟ ନେଇ ଆଦିବାସୀ ଅଞ୍ଚଳ ନିୟମଗିରିରେ ପାଳିତ ହୋଇଛି ପବିତ୍ର ନିୟମରାଜା ପର୍ବ। ପରମ୍ପରା, ପରିଚୟ ଓ ପ୍ରକୃତି ସୁରକ୍ଷାର ସନ୍ଦେଶ ନେଇ ଏହି ପର୍ବ ପାଳନ…

ଶ୍ରୀମନ୍ଦିରରେ ବିଶୃଙ୍ଖଳ ଆଚରଣ ଓ ସେବାପୂଜାରେ ବିଳମ୍ବ ପାଇଁ ତିନି ସେବକଙ୍କୁ କୈଫିୟତ୍ ତଲବ

ଜଣେ ସେବକଙ୍କ ଶାଢ଼ୀବନ୍ଧା ଆଦେଶ ପ୍ରତ୍ୟାହାର ପାଇଁ ନୋଟିସ୍ । ବିଶୃଙ୍ଖଳ ଆଚରଣ ଓ ସେବାପୂଜାରେ ବିଳମ୍ବ ପାଇଁ ତିନି ସେବକଙ୍କୁ କୈଫିୟତ୍ ତଲବ । ଗତ ୨୮ ଫେବୃଆରୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାପୂଜାରେ ବିଳମ୍ବ, କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଙ୍ଖଳ ଆଚରଣ…

ଦାଉ ସାଧିଲେଣି ମଶା: ଗମ୍ବୁସିଆ ମାଛ ମଶା ନିୟନ୍ତ୍ରଣ ଅଭିଯାନ ବିଫଳ

ପୁରୀ-୧ରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟରୁ ତ୍ରାହି ମିଳୁନି କି ପୁରୀ-୨ରେ ମଶାଙ୍କ ପ୍ରାଦୁର୍ଭାବରେ ଶୋଇ ହେଉନି। ଦିନ ହେଉ ଅବା ରାତି। ଘର ହେଉ କି ଦୋକାନ। ବସିବା ମାତ୍ରେ ପାଖକୁ ପଙ୍ଗପାଳ ଭଳି ମାଡ଼ି ଆସୁଛନ୍ତି। ହାତ, ମୁହଁ କେଉଁଠିକି ବାଦ ଦେଉନାହାନ୍ତି। ସହର ମଧ୍ୟରେ ନଈ, ନାଳ ଓ…

ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

 ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ | ବିଜେପିର ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ହୋଇଥିବାବେଳେ ତୃତୀୟ ଆସନ ପାଇଁ ବିଜେଡିର ସଂତୃପ୍ତ ମିଶ୍ର ପ୍ରାର୍ଥୀ ହୋଇଛନ୍ତି | ତେବେ ଚତୁର୍ଥ ଆସନ ପାଇଁ ହେବ ରୋଚକ ଲଢେଇ | ମିଳିଥିବା ସୂଚନା ମୁତାବକ ବିଧାୟକଙ୍କ ସଂଖ୍ୟା…

ଶବ ରଖି ପଞ୍ଚାୟତ ଅଫିସ ସାମ୍ନାରେ ବିକ୍ଷୋଭ, ରାସ୍ତା ଅବରୋଧ

ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅନ୍ତର୍ଗତ କୋଇଲିପାଳ ଗାଁରେ ଅଘଟଣ ଘଟିଛି l ତାଳ ଗଛ କାଟିବାକୁ ଯାଇ ରାଜୁ କାଣ୍ଡିଆନ (୨୭)ର ଅଭାବନୀୟ ଭାବେ ମୃତ୍ୟୁ ଘଟିଛି l ମୃତ୍ୟୁଙ୍କୁ ନେଇ ଗ୍ରାମପଞ୍ଚାୟତ ଆଗରେ ଶବ ରଖି କୋଇଲିପାଳ ଗ୍ରାମବାସୀ ୧୫ ଲକ୍ଷ କିମ୍ବା ଚାକିରୀ ଦାବିରେ…

ମନମୋହନ ସାମଲ ଓ ସୁଜିତ୍ କୁମାର ବିଜେପିର ରାଜ୍ୟସଭା ପ୍ରାର୍ଥୀ

ବିଜେପି ଶାସକ ଦଳରେ ଥିବାରୁ ଏଥିରୁ କିଏ ରାଜ୍ୟସଭାକୁ ଯିବେ, ତାହାକୁ ନେଇ ସର୍ବାଧିକ ଚର୍ଚ୍ଚାରେ ଏକ ପ୍ରକାର ଅନ୍ତ ଘଟିଛି। ବିଜେପି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବେଳେ ଆଉ ଏକ ଆସନ ପାଇଁ ଅଙ୍କ କଷୁଛି। ଦୁଇଟି ଆସନରେ ବିଜେପି ଜିତିବାରେ କିଛି ସମସ୍ୟା ନାହିଁ। କିନ୍ତୁ ତୃତୀୟ…

ଧ୍ୱଂସ ହେଲା ଇରାନର ସରକାରୀ ଟିଭି କେନ୍ଦ୍ର, ଟିଭି ଚ୍ୟାନେଲ ମୁଖ୍ୟାଳୟ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ

ଧ୍ୱଂସ ହେଲା ଇରାନର ସରକାରୀ ଟିଭି କେନ୍ଦ୍ର । ଇରାନର ସରକାରୀ ଟିଭି ଚ୍ୟାନେଲ ମୁଖ୍ୟାଳୟ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ । ତେହେରାନରେ ଥିବା ଇରାନର ସରକାରୀ ପ୍ରସାରଣ କେନ୍ଦ୍ର (IRIB) କୁ ବୋମାମାଡ଼ କରି ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି ଇସ୍ରାଏଲ ସେନା । ଏହି ସ୍ଥାନକୁ ଇରାନର…