ମେ 29ରେ ଓଟିଇଟି, ଆସନ୍ତା 26ରୁ କରି ପାରିବେ ଆବେଦନ
ଆସନ୍ତା ମେ 29 ତାରିଖରେ ବର୍ଷ 2026 ପାଇଁ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ପ୍ରାର୍ଥୀ ମାନେ ଆସନ୍ତା 26 ତାରିଖରୁ ଅନଲାଇନରେ ଆବେଦନ କରି ପାରିବେ । ଏପ୍ରିଲ 9 ତାରିଖ ପର୍ଯ୍ୟନ୍ତ ଏହି ଆବେଦନର ଅବଧି ରହିଛି । ଆବେଦନ ପ୍ରକ୍ରିୟା…
