Odia News Portal
Yearly Archives

2026

କାଳ ବୈଶାଖୀ ଯୋଗୁଁ ଭାଙ୍ଗିଲା ଗଛ: ଚଳନ୍ତା ବାଇକ ଉପରେ ପଡ଼ିଗଲା ଗଛ, ଜ୍ବାଇଁ ମୃତ ଓ କକା ଶ୍ବଶୁର ଗୁରୁତର

ଚଳନ୍ତା ବାଇକ ଉପରେ ଗଛ ପଡ଼ିଯିବାରୁ ଗତକାଲି ଜଣଙ୍କର ମୃତ୍ୟୁହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ କଳମପୁର ଥାନା ବରଛି ଗ୍ରାମର ରବିଶଙ୍କର ମାଝୀ (୪୨) ଓ ତାଙ୍କ କାକା ଶଶୁର ଜୟପାଟଣା ଥାନା କୁମଜୋର ଗ୍ରାମର ଅମର ମାଝୀ (୪୫) ଦୁହେଁ ଏକ ବାଇକ ଯୋଗେ ବରଛି…

ରାଉରକେଲାରେ କାଳବୈଶାଖୀର ତାଣ୍ଡବ, ଗଛ ପଡ଼ି ରାସ୍ତା ଅବରୋଧ

ଗତକାଲି ରାତି ପ୍ରାୟ ସାଢେ ଏଗାରଟା କାଳବୈଶାଖୀର ପ୍ରଭାବରେ ସହରରେ ପବନ, ବିଜୁଳି,ଘଡଘଡି ସହ ମୂଷଳଧାରାରେ ବର୍ଷା ହୋଇଥିଲାl ପ୍ରାୟ ୪୦ ମିନିଟ ଧରି ଜୋରରେ ପବନ ବହିବାରୁ ସହରର ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା l କିଛି ସ୍ଥାନରେ ଗଛ ପଡ଼ିବାରୁ ରାସ୍ତାରେ ଯାତାୟତ…

କେମିତି କଟିବ ଦିନ

ମେଷ: ଆଜି ଆପଣ ବନ୍ଧୁମାନଙ୍କ ସହିତ ବହୁତ ବ୍ୟସ୍ତ ରହିବାର ସମ୍ଭାବନା ଅଛି । ଆପଣଙ୍କୁ ସମ୍ପର୍କୀୟମାନଙ୍କଠାରୁ ଉପହାର ମିଳିପାରେ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ କରିବେ । ବର୍ତ୍ତମାନ ଗଢ଼ି ଉଠିଥିବା ନୂତନ ବନ୍ଧୁତା ଭବିଷ୍ୟତରେ ଲାଭଦାୟକ ହୋଇପାରେ । ଆପଣ ଆପଣଙ୍କ…

ଅଫିସ୍‌ ଭିତରେ ପଶି RIଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ, ମାଡ ମାରୁଥିବାର ଭିଡିଓ ଭାଇରାଲ

ଅଫିସ୍‌ ଭିତରେ ପଶି RIଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ସାରଣା ଆରଆଇ ତାପସ ରଞ୍ଜନ ଜେନାଙ୍କୁ ମରଣାନ୍ତକ ଆକ୍ରମଣ । ଅଫିସରେ କାମ କରୁଥିବାବେଳେ ମାଡ଼ ମାରିଥିଲେ ଜଣେ ବ୍ୟକ୍ତି । ଆରଆଇଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହେଉଛି । ଭୂଇଁବୃତ୍ତି…

ବିଧାନସଭାରେ ଉଠିଲା କୋକେଇ ପଡ଼ିଲା ଖଇ କଉଡି; ‘ରାମ ନାମ ସତ୍ୟ ହେ’ ଧ୍ବନିରେ କମ୍ପିଲା ଗୃହ

ବିଧାନସଭାରେ ଉଠିଲା କୋକେଇ । ପଡ଼ିଲା ଖଇ କଉଡି। ‘ରାମ ନାମ ସତ୍ୟ ହେ’ ଧ୍ବନିରେ କମ୍ପିଲା ବିଧାନସଭା । ଏସସିବି ଅଗ୍ନିକାଣ୍ଡକୁ ନେଇ ବିଜେଡି ସଦସ୍ୟମାନେ ପ୍ରତିକାତ୍ମକ କୋକେଇ କରି ବିରାଟ ଶୋଭାଯାତ୍ରା କରିଛନ୍ତି । ଏଥିରେ କଂଗ୍ରେସ ସଦସ୍ୟମାନେ ବି ସାଥ୍‌ ଦେଇଛନ୍ତି ।ବିଧାନସଭା ଆରମ୍ଭରୁ…

ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଇରାନର ପ୍ରତିଶୋଧ ଜାରି: ଆଞ୍ଚଳିକ ସଂଘର୍ଷ ବ୍ୟାପିଲା

ଇରାନ ବିରୋଧରେ ଆମେରିକା-ଇସ୍ରାଏଲର ମିଳିତ ଯୁଦ୍ଧ ତୃତୀୟ ସପ୍ତାହରେ ଅଧିକ ବ୍ୟାପକ ଓ ଭୟାନକ ହୋଇଉଠିଛି। ଆମେରିକାକୁ ସାମରିକ ସହଯୋଗ କରୁଥିବା ଉପସାଗରୀୟ ରାଷ୍ଟ୍ରଙ୍କ ବିରୋଧରେ ଇରାନର ଆକ୍ରମଣ ତୀବ୍ର ହେବା ସହ ଆଞ୍ଚଳିକ ସଂଘର୍ଷ ଭୀଷଣ ହେବାରେ ଲାଗିଛି। ମଙ୍ଗଳବାର ପ୍ରାରମ୍ଭରେ ଇରାକର…

ଅଶାନ୍ତ ବିଜେବି କଲେଜ, ଫେର ୱେଲ ପାର୍ଟି ପାଲଟିଲା ରଣ କ୍ଷେତ୍ର

ଅଶାନ୍ତ ବିଜେବି କଲେଜ । ଫେରୱେଲ୍ ପାର୍ଟିରୁ ପିଟାପିଟି । କ୍ୟାମ୍ପସରେ ଚାଲିଲା ଇଟା ପଥର ମାଡ଼ । ଡିଜେ ବଜାଇବାକୁ ନେଇ କ୍ୟାମ୍ପସରେ ଉତ୍ତେଜନା । ଦୁଇ ହଷ୍ଟେଲ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ । ପଥର ମାଡ ଯୋଗୁ ୨୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି…

ରାଜ୍ୟ ବାହାରେ ଗଜପତିର ଲକ୍ଷାଧିକ ଦାଦନ: ଶ୍ରମ ବିଭାଗ ହିସାବରେ ମାତ୍ର ୩୫ ଜଣ, ୪ ବର୍ଷରେ ଯାଇଛି ୧୮ଜୀବନ

ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ କର୍ମସଂସ୍ଥାନ ଓ ଶିଳ୍ପ ନ ଥିବାରୁ ଲକ୍ଷାଧିକ ଯୁବକଯୁବତୀ ରାଜ୍ୟ ବାହାରେ ଏବଂ ବିଦେଶରେ ଖଟୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଶ୍ରମ ବିଭାଗର ତଥ୍ୟାନୁସାରେ ଜିଲ୍ଲାରୁ ମାତ୍ର ୩୫ ଜଣ ଶ୍ରମିକ ରାଜ୍ୟ ବାହାରେ କାମ କରୁଛନ୍ତି।…

ଟମାଟୋ ଅଭାବୀ ବିକ୍ରି ଦୂର ପାଇଁ ଭାରତ ମସଲାର ପଦକ୍ଷେପ: ୫୦୦ ମେଟ୍ରିକ୍‌ ଟନ୍‌ ବିଲାତି ସଂଗ୍ରହ

ଭାରତ ମସଲା କମ୍ପାନି ଟମାଟୋର ଅଭାବୀ ବିକ୍ରିକୁ ଏଡ଼ାଇବା ପାଇଁ ବଡ଼ ପଦକ୍ଷେପ ନେଇଛି। ଟମାଟୋ ମୂଲ୍ୟରେ ହ୍ରାସ ଏବଂ ବିକ୍ରି ହୋଇପାରୁ ନ ଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଓରମାସ୍‌ ସହାୟତାରେ ଟମାଟୋ କ୍ରୟ ପାଇଁ କମ୍ପାନି ନିଷ୍ପତ୍ତି ନେଇଛି। ଏହା ସହିତ ଦଲାଲଙ୍କ ପ୍ରଭାବରୁ ଚାଷୀଙ୍କୁ…

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ପୋଷ୍ୟ ସନ୍ତାନ ଗ୍ରହଣକାରୀ ମା’ଙ୍କୁ ମିଳିବ ୧୨ ସପ୍ତାହର ଛୁଟି

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ଙ୍କ ପାଇଁ ବଡ଼ ଆଶ୍ୱସ୍ତି । ସବୁ ପୋଷ୍ୟ ସନ୍ତାନ ଗ୍ରହଣକାରୀ ମା’ଙ୍କୁ ମିଳିବ ମାତୃତ୍ୱକାଳୀନ ଛୁଟି । ଶିଶୁର ବୟସ ଯାହା ହେଉ, ମା’ଙ୍କୁ ମିଳିବ ୧୨ ସପ୍ତାହର ଛୁଟି । ଏବେ ବଡ଼ ପିଲାଙ୍କୁ ଗ୍ରହଣ କଲେ ବି ଏହି ଛୁଟି ମିଳିବ ।…