Odia News Portal
Yearly Archives

2026

ଜଳିଗଲା ୫ ବଖରା ଘର, ସମସ୍ତ ଆସବାବପତ୍ର ସହ ବିଭିନ୍ନ ସାମଗ୍ରୀ ଜଳି ନଷ୍ଟ

ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୫ବଖରା ଘର ।  ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅଧୀନ ଅଣକା ପଞ୍ଚାୟତ ମହାଦେଈପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ଶୋଇଥିବା କାରଣରୁ ନିଆଁ ଗୋଟିଏ ଘରୁ ଆସ୍ତେ ଆସ୍ତେ ଆଉ ତିନିଟି ଘରକୁ ବ୍ୟାପି ଯାଇଥିଲା ।  ଯାହା ଫଳରେ ୫ ବଖରା ଘର…

ଚନ୍ଦ୍ରଭାଗା ସମୁଦ୍ର କୂଳରେ ଡଲଫିନ ମୃତ୍ୟୁ

କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଡଲଫିନ୍ ମୃତ। କିଛି ସ୍ଥାନୀୟ ଲୋକ ବହୁତ ପରିଶ୍ରମ କରି ଥିବା ବେଳେ ଲହଡି ମାଡରେ ସମୂଦ୍ର ଭିତରକୁ ଯାଇପାରିଲା ନାହିଁ ଡଲଫିନ୍। ଶେଷରେ ମୃତ୍ୟୁ ବରଣ କଲା ଡଲଫିନ୍ । ଆଜି କୋଣାର୍କ ଚନ୍ଦ୍ରଭାଗା କଇଞ୍ଚ ଘର ପାଖରେ ଏକ ଡଲଫିନ୍ କୌଣସି ଆଘାତ ପାଇ ସମୂଦ୍ର…

ୟୁରିକ୍ ଏସିଡ୍ ସମସ୍ୟାରୁ ମୁକ୍ତି ଦେଇଥାଏ ପୋଦିନା ପତ୍ର

ସ୍ୱାସ୍ଥ୍ୟ ପାଇଁ ପୋଦିନା ପତ୍ର ବହୁତ ଭଲ ହୋଇଥାଏ । ଏଥିରେ ଏପରି କିଛି ଗୁଣ ଅଛି ଯାହା ଆପଣଙ୍କୁ ଅନେକ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହା ହାଇ ୟୁରିକ୍ ଏସିଡ୍ ସମସ୍ୟା ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ପୋଦିନା ପତ୍ରରେ କିଛି ମାତ୍ରାର ଆଣ୍ଟିଅକ୍ସିଡାଣ୍ଟ ଥାଏ  । ଯାହା  …

ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ, କଂଗ୍ରେସର ୩ ବିଧାୟକ ନିଲମ୍ବିତ

ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟପାଇଁ କଂଗ୍ରେସର ୩ ବିଧାୟକ ନିଲମ୍ବିତ । ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଓ ବାରବାଟୀ- କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ସସପେଣ୍ଡ କରାଯାଇଛି । ଏହି ୩ ବିଧାୟକ ହ୍ବିପ ଉଲଂଘନ କରି ବିଜେପି ସମର୍ଥିତ…

ଦୂର ହେବ ଏଲପିଜି ସଙ୍କଟ, ୪୬ ହଜାର ମାଟ୍ରିକ ଟନ୍ ଏଲପିଜି ଧରି ଗୁଜରାଟରେ ପହଞ୍ଚିଲା ଶିବାଲିକ୍ ଜାହାଜ

ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ପତାକା ବିଶିଷ୍ଟ ଏଲପିଜି ଟ୍ୟାଙ୍କର୍ ଶିବାଲିକ୍ ଏଲପିଜି କ୍ୟାରିଅର ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି। ଜାହାଜଟି ହର୍ମୁଜରୁ ସୁରକ୍ଷିତ ଭାବରେ ପାର ହୋଇ ଭାରତ ଅଭିମୁଖେ ଯାତ୍ରା କରିଥିଲା, ଯେଉଁଥିରେ ୪୫,୦୦୦ ମେଟ୍ରିକ୍ ଟନରୁ ଅଧିକ…

ଗହୀରମଥାରେ ଅଲିଭରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା

ଗହୀରମଥା ପାଇଁ ଖୁସି ଖବର। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡଲେ କଇଁଛମାନଙ୍କ ଅଣ୍ଡାଦାନ ଆରମ୍ଭ । ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଅନେକ କଇଁଛମାନେ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରୁଛନ୍ତି । ବିକ୍ଷିପ୍ତ ଭାବେ ଅଲିଭରିଡଲେ ଦେଇଥିବା ଅଣ୍ଡାକୁ ସଂଗ୍ରହ କରି…

ହାତୀ ପାଇଁ ଅଘଟଣ, କାନ୍ଥ ପଡ଼ି ଦୁଇ ବର୍ଷ ଶିଶୁର ଚାଲିଗଲା ଜୀବନ

ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ଖୁଆଡ ପଞ୍ଚାୟତର କେନ୍ଦୁଖୁଣ୍ଟା ଗାଁ ଝରଣା ସାହିରେ ହାତୀ ପାଇଁ ଅଘଟଣ। ରାତିରେ ଘର ଭିତରେ ଶୋଇଥିବା ବେଳେ କାନ୍ଥ ପଡ଼ି ଦୁଇବର୍ଷ ଶିଶୁର ଜୀବନ ଚାଲିଯାଇଛି। ଗତକାଲି ରାତିରେ ଝରଣା ସାହି ଉଦ୍ଧବ ବେଶ୍ରା ତାଙ୍କ ପତ୍ନୀ ଚାରି ବେଶ୍ରା…

ବୈତରଣୀ ନଦୀରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବାରୁଣୀ ସ୍ନାନ

ଯାଜପୁରରେ ପ୍ରବାହିତ ପୂଣ୍ୟତୋୟା ବୈତରଣୀ ନଦୀରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ କରିଛନ୍ତି। ଏଥିସହିତ ବୈତରଣୀ ନଦୀକୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଳା ଓ ଜିଲ୍ଳା ବାହାରୁ…

ବନ୍ଦେ ଭାରତ ଟ୍ରେନ୍‌ ଉପରକୁ ପଥରମାଡ଼: କୋଚର କାଚ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରବିବାର ଅପରାହ୍‌ଣରେ ରାଉରକେଲା ରେଳଖଣ୍ଡରେ ଟ୍ରେନ ସଂଖ୍ୟା ୨୦୮୩୬ ବନ୍ଦେ ଭାରତଏକ୍ସପ୍ରେସ୍ ଉପରକୁ କୌଣସି ଦୁର୍ବୃତ୍ତ ଦ୍ୱାରା ପଥରମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, କୌଣସି ଦୁର୍ବୃତ୍ତ ଟ୍ରେନ୍‌ର ସି-୧୩ କୋଚ ଉପରକୁ ପଥରମାଡ଼ କରିଥିଲା। ଯେଉଥିରେ…

ବିଜେପି ଘୋଡ଼ା ବେପାର କରିଛି: ନବୀନ

ବିଜେଡି ବିଧାୟକମାନଙ୍କ କ୍ରସ୍ ଭୋଟିଂକୁ ନେଇ ଦଳର ସଭାପତି ନବୀନ ପଟ୍ଟନାୟକ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଁ କିଛି ଦିନ ହେଲା ବାରମ୍ବାର କହିଆସୁଛି ବିଜେପି ଓ ତାର ସହଯୋଗୀମାନେ ଘୋଡ଼ା ବେପାରରେ ମାତିଛନ୍ତି। ତାହା ଆଜି ପ୍ରମାଣିତ ହୋଇଛି। ବିରୋଧୀ ଦଳର…