ମୋବାଇଲ୍ରେ ଓଡ଼ିଶାବାସୀଙ୍କ ଘଣ୍ଟାକୁ ଖର୍ଚ୍ଚ କୋଟିଏ: ୨୦୨୫ରେ କମ୍ପାନିଙ୍କ ଆୟ ୮୭୨୯ କୋଟି
ଓଡ଼ିଶାର ମୋବାଇଲ ଫୋନ ଗ୍ରାହକମାନଙ୍କ ଠାରୁ ଟେଲିକମ୍ କମ୍ପାନିଗୁଡ଼ିକ ୨୦୨୫ ମସିହାରେ ପ୍ରାୟ ୮୭୨୯ କୋଟି ଟଙ୍କା ରାଜସ୍ବ ଆଦାୟ କରିଛନ୍ତି। ବର୍ଷର ପ୍ରଥମ ତ୍ରୟମାସ ଅର୍ଥାତ୍ ଜାନୁଆରି-ମାର୍ଚ୍ଚ ଅବଧିରେ ଟେଲିକମ୍ କମ୍ପାନିଙ୍କ ରାଜସ୍ବ ୨୨୩୪ କୋଟି ଟଙ୍କା ଥିବାବେଳେ ଦ୍ବିତୀୟ ତ୍ରୟମାସରେ…
