ତାଳଚେରରେ ଧିମେଇଛି ମନରେଗା: ୨୧ ପଞ୍ଚାୟତରୁ ମାତ୍ର ୧୯ ଜଣଙ୍କୁ ଶହେ ଦିନର କାମ
ଅନୁଗୁଳଜିଲ୍ଲା ତାଳଚେର ବ୍ଲକ୍ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) କାମ ଅତ୍ୟନ୍ତ ଧିମା। ଚଳିତ ଆର୍ଥିକ ବର୍ଷରେ ୭ ଲକ୍ଷ ୪୯ ହଜାର ୫ ଶହ ଶ୍ରମ ଦିବସ ସୃଷ୍ଟି କରାଯିବାର ଲକ୍ଷ୍ୟ ରହିଛି। ହେଲେ ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ୨ ମାସ ବାକି ଥିବାବେଳେ…
