Odia News Portal
Yearly Archives

2026

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ଜଣ ଅଧିକାରୀ ନିଲମ୍ୱିତ

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ ହେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁଁ…

ବଧୂ ସାଜିବେ ଅଭିନେତ୍ରୀ ଶ୍ରଦ୍ଧା କପୁର, ରାହୁଲ ମୋଦିଙ୍କୁ କରିବେ ବିବାହ !

ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ବିବାହକୁ ନେଇ ଖବରରେ ରହିଛନ୍ତି । ଅନେକ ଦିନ ଧରି ଶ୍ରଦ୍ଧାଙ୍କ ନାଁ ସହିତ ରାଇଟର ରାହୁଲ ମୋଦିଙ୍କ ନାଁ ଯୋଡା ହୋଇଆସୁଅଛି । ଏହି ଖବର ସାମ୍ନାକୁ ଆସିବା ପରେ ଶ୍ରଦ୍ଧାଙ୍କ କନ୍ୟା ବେଶ ଏବଂ ତାଙ୍କ ପୋଷାକ ଦେଖିବାକୁ ଖୁବ୍ ଉତ୍ସାହିତ…

ବାଲିଅନ୍ତା ହିରାପୁର ବ୍ୟବସାୟୀ ହତ୍ୟା ଘଟଣାରେ ଆସିଲା ରାୟ, ପିଶାଚ ପ୍ରେମିକାକୁ ଆଜୀବନ ସଜ୍ଜା

ହତ୍ୟାକାରୀ ପ୍ରେମିକାକୁ ଆଜୀବନ ସଜ୍ଜା । ଲିଭ୍ ଇନରେ ରହି ପ୍ରେମିକକୁ କରିଥିଲା ହତ୍ୟା । ବାଲିଅନ୍ତା ହିରାପୁର ବ୍ୟବସାୟୀ ହତ୍ୟା ଘଟଣାରେ ଆସିଲା ରାୟ। ବିଶ୍ବଜିତ ନାୟକ ହତ୍ୟା ଘଟଣାରେ ପ୍ରେମିକା ଶୁଙ୍କି ରଣାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ। ରାୟ ଶୁଣାଇଛନ୍ତି ଭୁବନେଶ୍ୱର ଦ୍ଵୀତିୟ…

ଭୁବନେଶ୍ୱରରେ ପୁରୁଣା ପାସପୋର୍ଟ ଅଫିସ ଉଡ଼ାଇ ଦେବାକୁ ଧମକ, ଘଟଣାସ୍ଥଳରେ ଡଗ୍ ଓ ବମ୍ ସ୍କ୍ବାଡର ଯାଞ୍ଚ

ଭୁବନେଶ୍ୱରରେ ପୁରୁଣା ପାସପୋର୍ଟ ଅଫିସ ଉଡ଼ାଇ ଦେବାକୁ ଧମକ । ମେଲ୍ ରେ ଦୁର୍ବୃତ୍ତ ଦେଇଛନ୍ତି ବୋମା ଧମକ । ପରୁଣା ପାସ୍ ପୋର୍ଟ ଅଫିସରେ ପହଞ୍ଚି ନୟାପଲ୍ଲୀ ପୋଲିସ ଯାଞ୍ଚ କରିଛି । ଅଫିସ ଭିତରେ ଓ ବାହାରେ ଯାଇ ସର୍ଚ୍ଚ ଅପରେସନ କରିଛନ୍ତି ଟିମ୍ । ବମ୍ ସ୍କ୍ୱାଡ ଓ ଡଗ ସ୍କ୍ୱାଡ ମିଳିତ ଭାବେ…

୨୦ରୁ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି, ସଜେଇ ହେଉଛି ପ୍ରଶାସନିକ ଭବନ ପଡିଆ

୨୦ରୁ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି । ଦୁଲୁକିବ ଯାଜପୁର ସହର । ସଜେଇ ହେଉଛି ପ୍ରଶାସନିକ ଭବନ ପଡିଆ । ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ। ମହୋତ୍ସବ ପୂର୍ବରୁ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ବୈତରଣୀରେ ଆଳତୀ ଓ କୁସୁମା ରାସ୍ତାରେ ପଥ ଉତ୍ସବର ଆୟୋଜନ କରାଯାଉଛି । ଏହା ମାଧ୍ୟମରେ…

ଇରାନକୁ ଔଷଧ ପଠାଇଲା ଭାରତ, ସଙ୍କଟ ସମୟରେ ସହାୟତାର ହାତ ବଢ଼ାଇଲା

ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ ଇରାନକୁ ସହାୟତାର ହାତ ବଢ଼ାଇଛି ଭାରତ। ଆମେରିକା ଓ ଇସ୍ରାଏଲ ସହ ସଂଘର୍ଷରେ ଜଡ଼ିତ ଥିବା ଇରାନକୁ ଭାରତ ପକ୍ଷରୁ ମାନବିକ ଭିତ୍ତିରେ ପ୍ରଥମ ପର୍ଯ୍ୟାୟ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି। ଏହି ସହାୟତା ସାମଗ୍ରୀକୁ…

LPG ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ଘରେ ନିଆଁ ଲାଗି 7 ମୃତ

ଭୋରୁ ଭୋରୁ ଘରେ ନିଆଁ ଲାଗି ଏଲପିଜି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି । ଭୟଙ୍କର ଅଗ୍ନିକାଣ୍ଡ ଘଟି 7 ଜଣଙ୍କର ମୃତ୍ୟୁ ଘଟିଛି । ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଘର ସହ କାର ଓ ବାଇକ ନିଆଁରେ ଜଳି ଭଷ୍ମ ହୋଇଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରରୁ ଅଗ୍ନିକାଣ୍ଡ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି…

ବିଜୁ-ନବୀନ ଇନସ୍ପିରେସନାଲ ଫାଉଣ୍ଡେସନକୁ ନେଇ ସ୍ପଷ୍ଟୀକରଣ; ଜନକଲ୍ୟାଣ ପାଇଁ ମୋ ପରିବାର ସମର୍ପିତ: ନବୀନ

ବିଜୁ-ନବୀନ ଇନସ୍ପିରେସନାଲ ଫାଉଣ୍ଡେସନକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପ୍ରଥମେ ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିବା ପରେ ମାମଲା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି । ଟ୍ରଷ୍ଟ ଜରିଆରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଜାଣତରେ ଦଳର ପାଣ୍ଠିକୁ ହଡ଼ପ…

ୱାଟର ସ୍ପୋର୍ଟସରେ ଓଡ଼ିଶାର ଜଲୱା; ଏସିଆନ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବେ କନଷ୍ଟେବଳ ରଶ୍ମିତା

ଜୀବନର ଲହଡ଼ି କେତେବେଳେ କେଉଁ ମୋଡ଼ ନେବ, ତାହା କେହି ଜାଣିନାହାନ୍ତି। ଦିନେ ମହାନଦୀ ପଠାରେ ପହଁରୁଥିବା ଗୋଟିଏ ସାଧାରଣ ଝିଅ ଆଜି ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ। ସେ ହେଉଛନ୍ତି ଓଡ଼ିଶା ପୋଲିସର କନଷ୍ଟେବଳ ରଶ୍ମିତା ସାହୁ…

ବର୍ଷିଲେ ରମେଶ ଜେନା ମୁଁ ଘାସ ଖାଏନି, ହଇରାଣ କରିଥିଲେ ଏବେ ପ୍ରତିଶୋଧ ନେଲି

‘ମୁଁ ଘାସ ଖାଏନି, ପ୍ରତିଶୋଧ ନେଇଛି । ବିଜେଡ଼ି ଯେଉଁ ହଇରାଣ କରିଥିଲା ଆଜି ତାହାର ପ୍ରତିଶୋଧ ନେଇଛି । ବାପା ଏଜେଣ୍ଟ ରହିବ ପୁଅ ଭୋଟ ଦେବ । ପୁଅ କାହାକୁ ଭୋଟ ଦେଲା କହିବ କି? ମୋତେ ଏନକାଉଣ୍ଟର ପାଇଁ ଧମକ ଦିଆଯାଇଥିଲା ।’ କଂଗ୍ରେସରୁ ନିଲମ୍ବିତ ହେବା ପରେ ପିସିସି ସଭାପତି ଭକ୍ତ…