ପାହାଡ଼ ଓହ୍ଲାଇବାର ଦୁଃଖ ସରିନି, ୮ ବର୍ଷ ତଳେ ଚାଲିଚାଲି ପହଞ୍ଚିଥିଲେ ଜିଲ୍ଲାପାଳ
ଆଜି ବି ପାହାଡ଼ ଓହ୍ଲାଇବାର ଦୁଃଖ ସରିନି। ରାତିରେ କିଟିକିଟି ଅନ୍ଧାର। ବଣପାହାଡ଼ ଭିତରେ ଏମିତି ବିକାଶ ଅପହଞ୍ଚ ହୋଇ ରହିଥିବା ଗାଁର ନାଁ କରୁଆଡେରା। ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ରତନପୁର ପଞ୍ଚାୟତର ଏହି ଗାଁ ଦିନେ ପାଲଟିଥିଲା ଖବରର ଶିରୋନାମା। ସେଦିନ ଥିଲା…
