ରାସନକାର୍ଡ୍ରୁ ବଞ୍ଚିତ ୭ ହଜାର ହିତାଧିକାରୀ
ସୁନ୍ଦରଗଡ଼ ଜିଲ୍ଲାରେ ଏବେ ମଧ୍ୟ ହଜାର ହଜାର ଯୋଗ୍ୟ ହିତାଧିକାରୀ ରାସନ କାର୍ଡ୍ ପାଇବାରୁ ବଞ୍ଚିତ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ସାମିଲ ହୋଇପାରିନଥିବାରୁ ଯୋଗ୍ୟ ପରିବାର ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। ବାଧ୍ୟତାମୂଳକ ଇ-କେୱାଇସି ଯାଞ୍ଚ ମାଧ୍ୟମରେ ସାଧାରଣ ବଣ୍ଟନ…
