୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପାଇପ୍ ପାଣି ଯୋଗାଣ: ମୁଖ୍ୟମନ୍ତ୍ରୀ
ଆଗକୁ ଖରାଦିନ ଆସୁଥିବାବେଳେ ଏବେଠୁ ଗାଁଗାଁରେ ପିଇବା ପାଣି ସଙ୍କଟ ଦେଖାଦେଲାଣି। ବୃହତ୍ ପାନୀୟ ଜଳ ପ୍ରକଳ୍ପ କାମ ଶେଷ ହେଉ ନ ଥିବାରୁ ଗାଁଗାଁରେ ଅସନ୍ତୋଷ। ତେଣୁ ପାନୀୟ ଜଳ ପ୍ରକଳ୍ପ କିପରି ଶେଷ ହେବ, ପ୍ରତି ଘରେ ପାଇପ୍ ଯୋଗେ ପାଣି ପହଞ୍ଚିବ ସେନେଇ ମୁଖ୍ୟମନ୍ତ୍ରୀ ମୋହନ…
