Odia News Portal
Yearly Archives

2026

ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବିଦ୍ରୋହ!: ୫୦ରୁ ଅଧିକ ସହରରେ ରାସ୍ତାକୁ ଓହ୍ଲାଇଲେ ଲୋକେ, ଦେଲେ ନୋ…

ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ସାରା ବିଶ୍ୱରେ ସଙ୍କଟ ସୃଷ୍ଟି କରିଛି। ପରିସ୍ଥିତି ପ୍ରତିଦିନ ଗମ୍ଭୀର ହେବାରେ ଲାଗିଛି। ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣର ଜବାବରେ, ଇରାନ ମଧ୍ୟ ଇସ୍ରାଏଲ ଏବଂ ଉପସାଗରୀୟ ଦେଶଗୁଡ଼ିକୁ ଟାର୍ଗେଟ କରୁଛି। ସମଗ୍ର…

ହାତୀ ପାଇଁ ହନ୍ତସନ୍ତ: ଗଡ଼ିଲାଣି ୪୦ମୁଣ୍ଡ, ଏବେ ଗାଁରୁ ସହରମୁହାଁ

ନୟାଗଡ଼ରେ ନାହିଁ ହାତୀମାନଙ୍କର ଏତେଟା ଉପଦ୍ରବ। ପଡ଼ୋଶୀ ପୁରୀ ଜିଲ୍ଲାରେ ବି ଏମାନଙ୍କ ହିଂସା ପ୍ରାୟ କମ୍‌। କିନ୍ତୁ, ଖୋର୍ଦ୍ଧା ଜିଲ୍ଲାରେ ବଣୁଆ ହାତୀ ରକ୍ତମୁଖା ହୋଇପଡ଼ିଛନ୍ତି। ସେମାନଙ୍କ ହିଂସ୍ରପଣ ଏତେ ବଢ଼ିଛି ଯେ ଗତ ଦଶନ୍ଧିରେ ଜିଲ୍ଲାର ୪୦ ଲୋକଙ୍କୁ ଦଳି ଚକଟି ଜୀବନ…

ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ

ଫାଙ୍କା ଗୁଳିଚାଳନା ନେଇ ଭାଇରାଲ ଭିଡିଓ ଘଟଣାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ । ପିଏସଓ ପ୍ରେମଚାନ୍ଦ ନାଗଙ୍କୁ ସସପେଣ୍ଡ କରାଯାଇଛି । ବନ୍ଧୁକ ଜବତ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଟିଟିଲାଗଡ ଥାନାରେ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଛି ।…

ଆଜି କେମିତି କଟିବ

ମେଷ: ଆଜି ଆପଣଙ୍କୁ ସତର୍କ ରହିବାକୁ ପଡିବ । ବିବାଦ ହୋଇପାରେ । ଆପଣ ଶାରୀରିକ ଏବଂ ମାନସିକ ଚିନ୍ତା ଅନୁଭବ କରିବେ । ଅନିଦ୍ରା ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ବୌଦ୍ଧିକ ଆଲୋଚନା ଉପଭୋଗ୍ୟ ହୋଇପାରେ, କିନ୍ତୁ ଆଜି ସେଗୁଡ଼ିକୁ ଏଡାନ୍ତୁ । ଆଜି ଯାତ୍ରା ସ୍ଥଗିତ ରଖନ୍ତୁ । ଅଫିସରେ…

ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦି, ଜେୱାର ବିମାନବନ୍ଦରର କଲେ ଉଦଘାଟନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାରରେ ଥିବା ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର କର୍ଗେୋ ଟର୍ମିନାଲ ମଧ୍ୟ ଉଦଘାଟନ କରିଛନ୍ତି ।ଏହା…

ବିବାହ ପାଇଁ ମନା କଲା ପ୍ରେମିକା, ଜୀବନ ହାରିବାକୁ ଟାୱାର ଉପରେ ଚଢିଗଲେ ଯୁବକ

ବିବାହ ପାଇଁ ମନା କଲା ପ୍ରେମିକା । ମୋବାଇଲ ଟାୱାର ଉପରେ ଚଢିଗଲେ ଯୁବକ । ଟାୱାର ଉପରେ ଚଢ଼ି ଜୀବନ ଉଦ୍ୟମ କରିଥିଲେ ଆଡ଼ମା ମାଡ଼କାମୀ । ମାଲକାନଗିରି ପଡ଼ିଆ ଥାନା ସିଙ୍ଗରାଜକୋଣ୍ଡା ଗାଁରେ ଘଟିଛି ଏହି ଅଦଭୁତ ଘଟଣା ।ଯୁବକ ଜଣଙ୍କ ପ୍ରେମିକା ଗାଁରେ ଆସି ସେଠାରେ ଥିବା ଟାୱାର ଉପରେ…

ଦଶପଲ୍ଲାରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ସହାୟତା

ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିସହ ପ୍ରତି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଆଜି…

ପରକୀୟା ପ୍ରୀତି ଯୋଗୁ ସ୍ତ୍ରୀକୁ ମାରିଲା ସ୍ୱାମୀ, ଥାନାରେ ୩ ଅଟକ

ବିବାହକୁ ବର୍ଷେ ବିତିନି ଶାଶୂଘରେ ନବ ବଧୂର ଜୀବନ ଚାଲିଯାଇଛି। ଅଗ୍ନିକୁ ସାକ୍ଷୀ ରଖି ଦିନେ ଯିଏ ସାତ ଜନ୍ମର ସାଥୀ ହୋଇ ରହିବାର ପ୍ରତିଶ୍ରୁତି ଦେଇଥିଲା ଆଜି ସେ ପରିବାର ଲୋକଙ୍କ ସହ ମିଶି ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଭଳି ଏକ ଘଟଣା ବଲାଙ୍ଗୀରଜିଲ୍ଲା ତୁଷୁରା ଥାନା ଅଞ୍ଚଳରୁ ଆସିଛି।…

ନୟାଗଡ଼ ଦଶପଲ୍ଲା ଟାକେରା ନିକଟରେ ମର୍ମନ୍ତୁଦ ବସ ଦୁର୍ଘଟଣା, 5 ମୃତ, 30ରୁ ଅଧିକ ଗୁରୁତର

ବଡ଼ି ଭୋରରୁ ଭୟଙ୍କର ଦୁର୍ଘଟଣା ଘଟିଛି । 55 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଓଲଟି ପଡ଼ିବାରୁ 5 ଜଣଙ୍କ ମୃତ୍ଯୁ ହୋଇଛି । ସେହିପରି 40ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 15 ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି । ଆହତମାନଙ୍କ ମଧ୍ୟରୁ 5 ଜଣଙ୍କୁ ଭୁବନେଶ୍ୱରକୁ…

ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଆରମ୍ଭ ହୋଇନାହିଁ ଗଣଅଣ୍ଡାଦାନ, ଅଲିଭ୍‌ରିଡ୍‌ଲେଙ୍କ ବିକ୍ଷିପ୍ତ ଅଣ୍ଡାଦାନରୁ…

ମାର୍ଚ୍ଚ ମାସ ସରିବାକୁ ବସିଛି। ‌ହେଲେ, କେନ୍ଦ୍ରାପଡ଼ାଜିଲ୍ଲା ରାଜନଗର ବ୍ଲକ୍‌ର ଗହୀରମଥାରେ ଏଯାଏଁ ଅଲିଭ୍‌ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇ ନାହାନ୍ତି। କୂଳରୁ ୫୦୦ ମିଟର ମଧ୍ୟରେ ଲକ୍ଷାଧିକ କଇଁଛ ମାସେ ହେଲା ଠୁଳ ହୋଇଥିଲେ ମଧ୍ୟ ଅଣ୍ଡା ଦେବା ପାଇଁ…