Odia News Portal
Yearly Archives

2026

ରାଜ୍ୟସଭା ରାଜନୀତି: ସନା ଓ ବଦ୍ରିଙ୍କ ଉପରେ ଆଖି

ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବା  ବେଳେ କେନ୍ଦୁଝର ଜିଲ୍ଲାର ଦୁଇ ଚର୍ଚ୍ଚିତ ବିଧାୟକ ବଦ୍ରିନାରାୟଣ ପାତ୍ର ଓ ସନାତନ ମହାକୁଡ଼ଙ୍କ ଉପରେ ଏବେ ସମସ୍ତଙ୍କର ଦୃଷ୍ଟି କେନ୍ଦ୍ରୀଭୂତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱକୁ ଏହି ନିର୍ବାଚନ ବଳଶାଳୀ କରାଇବ ନା ଦଳୀୟ ନିଷ୍ପତ୍ତି…

କ୍ଷୁବ୍ଧ ପ୍ରଭାତ ଗର୍ଜିଲେ: ଦିଲ୍ଲୀର ଘରୋଇ ବ୍ୟାଙ୍କରେ ୮୨୬ କୋଟି!

 ଦିଲ୍ଲୀର ଏକ ଘରୋଇ ବ୍ୟାଙ୍କରେ ରହିଛି ବିଜେଡିର ୮୨୬ କୋଟି ଟଙ୍କା। କିନ୍ତୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ବଦଳରେ ଅନ୍ୟ ୩ ଜଣ ସେହି ଆକାଉଣ୍ଟର ପରିଚାଳନା ପାଇଁ ଅଧିକୃତ। ଏଭଳି ନି‌ଷ୍ପତ୍ତି କାହିଁକି ଓ କେଉଁ ଉଦ୍ଦେଶ୍ୟରେ ନିଆଯାଇଛି? ଦଳର ବରିଷ୍ଠ ନେତାମାନଙ୍କ ସହମତିରେ ଏଭଳି…

ମୋବାଇଲ୍‌ରେ ଓଡ଼ିଶାବାସୀଙ୍କ ଘଣ୍ଟାକୁ ଖର୍ଚ୍ଚ କୋଟିଏ: ୨୦୨୫ରେ କମ୍ପାନିଙ୍କ ଆୟ ୮୭୨୯ କୋଟି

ଓଡ଼ିଶାର ମୋବାଇଲ ଫୋନ ଗ୍ରାହକମାନଙ୍କ ଠାରୁ ଟେଲିକମ୍‌ କମ୍ପାନିଗୁଡ଼ିକ ୨୦୨୫ ମସିହାରେ ପ୍ରାୟ ୮୭୨୯ କୋଟି ଟଙ୍କା ରାଜସ୍ବ ଆଦାୟ କରିଛନ୍ତି। ବର୍ଷର ପ୍ରଥମ ତ୍ରୟମାସ ଅର୍ଥାତ୍‌ ଜାନୁଆରି-ମାର୍ଚ୍ଚ ଅବଧିରେ ଟେଲିକମ୍‌ କମ୍ପାନିଙ୍କ ରାଜସ୍ବ ୨୨୩୪ କୋଟି ଟଙ୍କା ଥିବାବେଳେ ଦ୍ବିତୀୟ ତ୍ରୟମାସରେ…

ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ କଲା ବିଜେଡି, ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡି‌ଡେଟ୍

ଅବଶେଷରେ ରାଜ୍ୟସଭାପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି। ବିଜେଡି ସଭାପତି ନବୀନ ପଟ୍ଟନାୟକ ସନ୍ତୃପ୍ତ ମିଶ୍ର ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡି‌ଡେଟ୍ ହେବେ ବୋଲି ଘୋଷଣା କରିଛନ୍ତି। ଆଜି ସକାଳେ ଡା.ଦତ୍ତେଶ୍ବର ହେତା ନବୀନ ନିବାସରେ ପହଞ୍ଚିବା ପରେ…

ପୋଲିସ ବି ଅସୁରକ୍ଷିତ, ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାରିଲେ

ପୋଲିସ ବି ଅସୁରକ୍ଷିତ । ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାରିଲେ । ମାଡ଼ ମାରିବା ସହ ଛୁରୀ ମାରିଲେ । କନେଷ୍ଟବଳଙ୍କୁ ଘୋଷାଡ଼ି ଗୋଇଠା ଓ ମୁଥମାଡ଼ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନଥାନା ସାଇ ମନ୍ଦିର ନିକଟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ କାର୍ଯ୍ୟରତ ପୋଲିସ କନେଷ୍ଟବଳଙ୍କୁ ଦିନ…

ଓୟୋ ରୁମରେ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ ଘଟଣା, ହତ୍ୟା ମାମଲା ରୁଜୁ କଲା ପୋଲିସ୍

ଭୁବନେଶ୍ବରରେ ବହୁଚଚ୍ଚିତ ଓୟୋ ରୁମରେ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ ଘଟଣା । ହତ୍ୟା ମାମଲା ରୁଜୁ କଲା ପୋଲିସ୍ । ସନ୍ଦେହଜନକ ମୃତ୍ୟୁ ଘଟଣାରେ ହତ୍ୟା ମାମଲାରେ ପୋଲିସ ପୁଣି ଛାନଭିନ ଆରମ୍ଭ କରିଛି । ସନ୍ଦେହ ଘେରରେ ହୋଟେଲରେ ଥିବା ଛାତ୍ରଙ୍କ ପ୍ରେମିକା । ଥାନାକୁ ଡାକିଲେ ମଧ୍ୟ…

ହୀରାକୁଦ ସ୍ଥିତି ସମୀକ୍ଷା କଲେ ଟ୍ରିବ୍ୟୁନାଲ୍‌: ନିରୀକ୍ଷଣ କଲେ ନଦୀବନ୍ଧ ଓ ପାୱାର୍‌ ହାଉସ୍‌

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଆଜି ହୀରାକୁଦ ଜଳଭଣ୍ଡାରର ଜଳସ୍ଥିତି ସହିତ ବିଦ୍ୟୁତ୍‌ ଉତ୍ପାଦନର ମଧ୍ୟ ସମୀକ୍ଷା କରିଛନ୍ତି। ପାଞ୍ଚଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଟ୍ରିବ୍ୟୁନାଲ ଗୁରୁବାର ରାତିରେ ସମ୍ବଲପୁରରେ ପହଞ୍ଚିଥିବା ବେଳେ ଶୁକ୍ରବାର ହୀରାକୁଦ ନଦୀବନ୍ଧର ଅଶୋକ ନିବାସ ସଭାଗୃହରେ…

ପୁଲିସ ଡିଜିଙ୍କ ସମୀକ୍ଷା ବୈଠକ: ହୋଲି, ଇଦ୍‌, ରାମନବମୀ ପାଇଁ ପୁଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ

ରାଜ୍ୟରେ ଆଗାମୀ ଦିନରେ ଏକାଧିକ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିପାଇଁ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆଜି ଆଭାସୀ ମାଧ୍ୟମରେ ପୁଲିସ ଡିଜି ୱାଇ.ବି.ଖୁରାନିଆ ସ୍ଥିତି ସମୀକ୍ଷା କରିବା ସହିତ ଶାନ୍ତିପୂର୍ଣ୍ଣ ବାତାବରଣ ଯେଭଳି ବଜାୟ ରହିବ…

ତହସିଲଦାରଙ୍କ ଗୋଡ଼ ତଳେ ପଡ଼ି ନ୍ୟାୟ ମାଗିଲେ ମୃତ ଚାଷୀଙ୍କ ପତ୍ନୀ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଜୁଣଗଡ଼ି ଗାଁର ଚାଷୀ ତ୍ରିଲୋଚନ ନାୟକ (୫୩) ମଣ୍ଡି ଓ ମିଲର୍‌ ନିର୍ଯାତନା ସହି ନ ପାରି ଆଖି ବୁଜିଥିଲେ। ତିନିଦିନ କାଳ ମିଲ୍‌ ସାମନାରେ ଖୋଲା ଆକାଶ ତଳେ ଅଖିଆଅପିଆ ପଡ଼ିରହି ଅସୁସ୍ଥ ହେବା ପରେ ଘରେ ପହଞ୍ଚିବା କ୍ଷଣି…

‘ଆଇ୍‌ଏନ୍‌ଏସ୍‌ ଅଞ୍ଜଦୀପ’ରେ ଲାଗିଛି ଆର୍‌ଏସ୍‌ପି ଲୁହା

ପୁଣିଥରେ ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଛି ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଉତ୍ପାଦିତ ଇସ୍ପାତ। ସ୍ୱତନ୍ତ୍ର ପ୍ଲେଟ୍ ପ୍ଲାଣ୍ଟ୍‌ର ଇସ୍ପାତ ପୂର୍ବରୁ ଏକାଧିକ ଜାତୀୟ ପ୍ରକଳ୍ପରେ ବ୍ୟବହୃତ ହୋଇଥିବାବେଳେ ଆଜି ଭାରତୀୟ ନୌସେନାରେ ସାମିଲ ହୋଇଥିବା ‘ଆଇ୍‌ଏନ୍‌ଏସ୍‌…