Odia News Portal
Yearly Archives

2026

ନାଏବ ସରପଞ୍ଚଙ୍କୁ ସରପଞ୍ଚ ଦାୟିତ୍ୱ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର ସରପଞ୍ଚ ପଦ ଦାୟିତ୍ୱ ସ୍ଥାନୀୟ ନାଏବ ସରପଞ୍ଚ ବନିତା ପଟ୍ଟନାୟକଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଚନ୍ଦ୍ରଧ୍ଵଜ ମାଝୀ ସରପଞ୍ଚ ଥିବାବେଳେ ଗତ ବର୍ଷ ନଭେମ୍ବର ୧୧ ତାରିଖରେ…

ଭଦ୍ରକ ଟିପର ମାଲିକ ସଂଘ କରିବ ଧାମରା ରେଳ ପଥରେ ରେଳରୋକ

ଭଦ୍ରକରେ ଧାମରା ପୋର୍ଟ ଦ୍ଵାରା ପ୍ରଚଳିତ କୋଇଲା ପରିବହନରେ ଭଦ୍ରକ ଜିଲ୍ଲାର ମୂଳ ଅଧିବାସୀଙ୍କୁ ବଞ୍ଚିତ କରିବା ବିରୋଧରେ ୨୪ ଘଣ୍ଟିଆ ରେଳରୋକ ଆଗାମୀ ୨୭ ତାରିଖରେ ପୀରହାଟ ଠାରେ ଭଦ୍ରକ ଧାମରା ରେଳପଥ ରେ ରୋକ କରାଯିବ। ଜିଲା ଟିପର ଓ ଡମ୍ଫର ସଂଘର ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ ଏହି…

ଭୁବନେଶ୍ବର ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା, ଟ୍ରାଫିକ୍ ଜାମ୍ କମାଇବାକୁ NHAIର ବଡ଼ ପଦକ୍ଷେପ

ଭୁବନେଶ୍ବର ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା । ପଳାଶୁଣୀରୁ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ ଭିଡ଼ କମାଇବାକୁ NHAIର ବଡ଼ ପଦକ୍ଷେପ । ୬ଲେନ୍ ରାସ୍ତା ହେଲେ ଭିଡ଼ କମିବା ସହ ଯାନବାହାନ ଚଳାଚଳ ସହଜ ହେବ । ଏଥିପାଇଁ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଦେଢବର୍ଷ ମଧ୍ୟରେ କାମ…

୩୦ଫୁଟ ତଳକ ଖସିଲା ମହୁଲ ବୋଝେଇ ଟ୍ରକ, ଚାଳକ ଗୁରୁତର

୩୦ଫୁଟ ତଳକ ଖସିଲା ମହୁଲ ବୋଝେଇ ଟ୍ରକ । ଚାଳକ ଗୁରୁତର ହୋଇଛନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ଘାଟିରେ ଦୁର୍ଘଟଣା ଘଟିଛି। ଟ୍ରକଟି ମହୁଲ ନେଇ ବଲାଙ୍ଗିରରୁ କରଡା ଯାଉଥିବା ବେଳେ କରଡ଼ା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି…

ବିଧାନସଭାରେ ଥମୁନି ଚାଷୀ ଝଡ଼, ଆଜି ତୁମ୍ବିତୋଫାନ କରିପାରନ୍ତି ବିରୋଧୀ

ବିଧାନସଭାରେ ଥମୁନି ଚାଷୀ ଝଡ଼ । ଗୃହ ଭିତରେ ଓ ବାହାରେ ଧାନ ତାତି । ଧାନ କିଣା ଅବ୍ୟବସ୍ଥାକୁ ନେଇ ତାତିଲେ ବିରୋଧୀ । ବିଧାନସଭା ବଜେଟ ଧିବେଶନର ତୃତୀୟ ଦିନରେ ଆଜି ବି ଚାଷୀ ଝଡ ଦେଖିବାକୁ ମିଳିପାରେ । ଗତକାଲି ଭଳି ଆଜି ଚାଷୀ ପ୍ରସଙ୍ଗରେ ତୁମ୍ବିତୋଫାନ କରିପାରନ୍ତି ବିରୋଧୀ । ମଣ୍ଡିରେ…

ମାଟ୍ରିକ୍ ପରୀକ୍ଷା ଦେଲେ ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀ

ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା (ମାଟ୍ରିକ) ଆଜି ଠାରୁ ଆରମ୍ଭ ହୋଇଛି। ବାର୍ଷିକ ପରୀକ୍ଷା-୨୦୨୬ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ସକାଳ ୯ ଟାରୁ ଆରମ୍ଭ ହୋଇ ସାଢେ ୧୧ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ୩ ହଜାର ୮୨ଟି…

ଭାରତ ରଙ୍ଗ ମହୋତ୍ସବ: ୧୯ଟି ସ୍ଥାନରେ ୧୩୦ରୁ ଅଧିକ ଜାତୀୟ, ଅନ୍ତର୍ଜାତୀୟ ପ୍ରଦର୍ଶନ

ଜାତୀୟ ନାଟ୍ୟ ବିଦ୍ୟାଳୟ (ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା) ଦ୍ୱାରା ଆୟୋଜିତ ବିଶ୍ୱର ସର୍ବବୃହତ ଅନ୍ତର୍ଜାତୀୟ ନାଟ୍ୟ ମହୋତ୍ସବ ୨୫ତମ ଭାରତ ରଙ୍ଗ ମହୋତ୍ସବ (ବିଆରଏମ୍) ଶେଷ ହୋଇଛି। ଇତି ମଧ୍ୟରେ ଏହା ଭାରତ ଏବଂ ବିଶ୍ୱର ବିଭିନ୍ନ ନାଟ୍ୟ ପ୍ରଦର୍ଶନ ସହିତ ଦର୍ଶକଙ୍କୁ ଆକର୍ଷିତ କରିଚାଲିଛି। ଆଜି…

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ୧୦ ରାଜ୍ୟର ୩୭ଟି ଆସନ ପାଇଁ ହେବ ମତଦାନ

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ । ଓଡ଼ିଶାରେ ୪ଟି ଆସନରେ ହେବ ନିର୍ବାଚନ । ୧୦ ରାଜ୍ୟର ୩୭ଟି ଆସନ ପାଇଁ ହେବ ମତଦାନ । ଫେବ୍ରୁଆରୀ ୨୬ରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୫ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ମାର୍ଚ୍ଚ ୬ରେ ନାମାଙ୍କନ ଯାଞ୍ଚ ହେବ । ମାର୍ଚ୍ଚ ୯ରେ…

ରିମାଣ୍ଡରେ ହାର୍ଡକୋର ବିହାରୀ ଅପରାଧୀ ମଧୁକାନ୍ତ ରାଣା, ଆଜି ଚୌଦ୍ବାର ଜେଲ ନେଇ ସିନ୍ ରିକ୍ରିଏସନ କରିବ

ରିମାଣ୍ଡରେ ହାର୍ଡକୋର ବିହାରୀ ଅପରାଧୀ ମଧୁକାନ୍ତ ରାଣା । ୬ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି କମିଶନରେଟ ପୋଲିସ । ଆଜି ଚୌଦ୍ବାର ଜେଲ ନେଇ ସିନ୍ ରିକ୍ରିଏସନ କରିବ ପୋଲିସ । ପାଚେରୀ ଡେଇଁ କିପରି ଫେରାର ହେଲା ଦେଖାଇବ ମଧୁକାନ୍ତ । ପଚରାଉଚରା ପାଇଁ କମିଶନରେଟ ପୋଲିସର ଏକ ଚାରି ଜଣିଆ…

ଇମ୍ରାନଙ୍କ ପାଇଁ ସ୍ବର ଉତ୍ତୋଳନ କଲେ ୧୪ ମହାନ କ୍ରିକେଟ୍‌ ଖେଳାଳି

ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ୧୯୯୨ ବିଶ୍ବକପ୍‌ ବିଜୟୀ ପାକିସ୍ତାନ ଦଳର ଅଧିନାୟକ ଇମ୍ରାନ ଖାଁଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ବ କ୍ରିକେଟ୍‌ର ୧୪ ମହାନ ବ୍ୟକ୍ତିତ୍ବ ତଥା ପୂର୍ବତନ ଅଧିନାୟକ । ପାକିସ୍ତାନ ସରକାରଙ୍କୁ ପତ୍ର ଲେଖି…