କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ପଞ୍ଚଭୂତରେ ବିଲୀନ
ପଞ୍ଚଭୂତରେ ବିଲୀନ ହୋଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ। ଆଜି ସତୀଚଉରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ବର୍ଗତ ଗୀତା ପଟ୍ଟନାୟକଙ୍କ ମାଉସୀଙ୍କ ପୁଅ ତଥା ପିଲାଦିନୁ ତାଙ୍କ ଘରେ ରହୁଥିବା ସାରଦା ପାତ୍ର ମୁଖାଗ୍ନି ଦେଇଛନ୍ତି। ମେୟର ସୁବାସ ସିଂହ, ଡିସିପି…
