୩୦ଟି ଜିଲ୍ଲା ପାଇଁ ଆଜି ବିଜେଡି ୨୬ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା ହୋଇଛି ।
କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରି ଦାୟିତ୍ବ ମିଳିଛି ।
ପ୍ରଶାନ୍ତ ମୁଦୁଲିଙ୍କୁ – ମଯୁରଭଞ୍ଜ
ପ୍ରଣବ ପ୍ରକାଶ ଦାସଙ୍କୁ – ସମ୍ବଲପୁର, ଢେଙ୍କାନାଳ,ଅନୁଗୁଳ, କେନ୍ଦୁଝର
ପ୍ରତାପ କେଶରୀ ଦେବ – ବାଲେଶ୍ଵର
ସୁଧୀର କୁମାର ସାମଲ – ବରଗଡ଼
ପ୍ରଫୁଲ କୁମାର ମଲିକ – କଟକ
ଅରୁଣ କୁମାର ସାହୁ – ଜଗତସିଂହପୁର
ବିଜୟ ବି ନାୟକ – କନ୍ଧମାଳ
ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡା
ଈଶ୍ବର ପାଣିଗ୍ରାଣିଗ୍ରାହୀ – ନବରଙ୍ଗପୁର
ପ୍ରଦ୍ମନାଭ ବେହେରା – ନୟାଗଡ଼
ସେନ୍ହଙ୍ଗିନୀ ଛୁରିଆ – ନୂଆପଡା
ରଣେନ୍ଦ୍ର ପ୍ରତାପ ସ୍ବାଇଁ – ପୁରୀ
ପ୍ରୀତିରତିଞ୍ଜନ ଘଡେଇ – ସୁନ୍ଦରଗଡ଼
ପ୍ରଣବ ବଳବନ୍ତ ରାୟ – କଳାହାଣ୍ଡି
ପ୍ରଦୀପ କୁମାର ଅମାତ – ଗଞ୍ଜାମ
ସୌଭାଗ୍ୟ ନାୟକ – ବୌଦ୍ଧ
ଅଶୋକ କୁମାର ପଣ୍ଡା – ଯାଜପୁର
ସାରଦା ପ୍ରସାଦ ନାୟକ – ଝାରସୁଗୁଡା
ଦେବେଶ ଆଚାର୍ଯ୍ୟ ଙ୍କୁ ସୁବର୍ଣ୍ଣପୁର
ଅତନୁ ସବ୍ୟସାଚୀ ନାୟକଙ୍କୁ ରାୟଗଡା ଆଉ ଗଜପତି ଜିଲ୍ଲା ଦାୟିତ୍ବ ମିଳିଛି ।
ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ୪ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵ ମିଳିଛି ।
