ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ରଖିଛନ୍ତି । କହିଛନ୍ତି, ପୂର୍ୱ ସରକାରରେ ନିଯୁକ୍ତି ପ୍ରକ୍ରିୟା ମନ୍ଥର ଥିଲା । ଆମେ ୨୦୨୬ ଜୁନ ସୁଦ୍ଧା ୫୯ ହଜାର ନିଯୁକ୍ତି ପାର କରିଛି । ନବ ନିଯୁକ୍ତଙ୍କୁ ଚାକିରିର ଗୁରୁତ୍ୱ ବୁଝାଇଲେ ମୁଖ୍ୟମନ୍ତ୍ରୀ । ଆମ ସରକାର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା । ସେଥିପ୍ରତି ଧ୍ୟାନ ଦେଇ କାମ କରିବାକୁ ପରାମର୍ଶ ଦେଲେ । ବିଭିନ୍ନ କ୍ଷେତ୍ରରେ ୭୩ ହଜାର ୩୪୬ଙ୍କୁ ନିଯୁକ୍ତି ମିଳିଛି । ଦୁର୍ନୀତି ଅଭିଯୋଗ ଆସିଲେ ଛଡାଯିବନି ।