ପୁରୀରେ ପୋଲିସର ବଡ଼ ଧରଣର ଚଢାଉ । ବେଳାଭୂମିର ସମସ୍ତ ଟୁର ଓ ଟ୍ରାଭେଲ କାର୍ଯ୍ୟାଳୟ ଚଢ଼ାଉ କରିଛି ପୋଲିସ । ଟୁର ଓ ଟ୍ରାଭେଲ ଚଳାଉଥିବା ସଂସ୍ଥା ପୁରୀ ପୌରସଂସ୍ଥାରେ ଟ୍ରେଡ ଲାଇସେନ୍ସ କରିଛନ୍ତି ନା ନାହିଁ ? ଜିଏସଟି ଡିପୋଜିଟ କରୁଛନ୍ତି କି ନାହିଁ ? ସାତପଡା ସାଇଡ୍ ସିନ ପାଇଁ ଧାର୍ଯ୍ୟଦର ଠାରୁ ଅଧିକ ଟଙ୍କା ନେଇ ପର୍ଯ୍ୟଟକଙ୍କୁ ଠକେଇ କରୁଛନ୍ତି କି ? ସେନେଇ ତଦନ୍ତ କରୁଛି ବିଚ୍ ପୋଲିସ ।
