ସନତ କୁମାର ଏନ୍ IFS ହେଲେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନୂଆ ନିର୍ଦ୍ଦେଶକ । ପୂର୍ବରୁ ଉପନିର୍ଦ୍ଦେଶକ ଦାୟିତ୍ବରେ ଥିଲେ ସନତ କୁମାର ଏନ୍ । ସେହିପରି ନିର୍ଦ୍ଦେଶକ ଥିବା ମନୋଜ ଭି. ନାୟରଙ୍କୁ SPCB ମେମ୍ବର ସେକ୍ରେଟାରୀ ଦାୟିତ୍ବ ମିଳିଛି । ଏଥିସହ ମନୋଜ ଭି. ନାୟରଙ୍କୁ ବନ୍ୟପ୍ରାଣୀ ଅତିରିକ୍ତ ପିସିସିଏଫ୍ ଦାୟିତ୍ବ ଦିଆଯାଇଛି ।
