ଆଇଏଏସ ସ୍ତରରେ ଅଦଳବଦଳ , ସ୍ମୃତିରଂଜନ ପ୍ରଧାନ- ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ By Swadhikar News Last updated Mar 12, 2026 ଆଇଏଏସ ସ୍ତରରେ ଅଦଳବଦଳ । ମନୀଷ ଅଗ୍ରୱାଲ ହେଲେ ସମବାୟ ସମିତିର ନିବନ୍ଧକ । ସ୍ମୃତିରଂଜନ ପ୍ରଧାନ ହେଲେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ । ସିଦ୍ଧାର୍ଥ ଦାସ ହେଲେ ମତ୍ସ୍ୟ ସଂପଦ ବିଭାଗର ନିର୍ଦ୍ଦେଶକ । ସେହିପରି ମଧୁସ୍ମିତା ସାହୁ ଶିକ୍ଷକ ଶିକ୍ଷା ଅନୁସନ୍ଧାନ ଓ ତାଲିମ ପରିଷଦର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସୋମେଶ ଉପାଧ୍ୟାୟଙ୍କୁ ବୟନ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି । ପ୍ରଥମେଶ ଅରବିନ୍ଦ ରାଜସିର୍କେ ହେଲେ ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଅକବରମ୍ ସସ୍ୟ ରେଡ୍ଡୀ ବ୍ରହ୍ମପୁର ମହାନିଗର ନିଗମର କମିଶନର ହୋଇଛନ୍ତି । IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର ୨୦୨୨ କ୍ୟା ଡ଼ରର ୫ IAS ଙ୍କୁ ଉପଜିଲ୍ଲାପ।।ଳ ନିଯୁକ୍ତି ବଦଳିଲେ ମାଲକାନଗିରି ଜିଲ୍ଲାପାଳ ,ପ୍ରଥମେଶ ଅରବିନ୍ଦଙ୍କୁ ଦାୟିତ୍ୱ ମନୀଷ ଅଗ୍ରଓା୍ୱଲ ସମବାୟ ସମିତି ରେଜିଷ୍ଟ୍ରାର ନିଯୁକ୍ତ କ୍ଷୁଦ୍ର ଶିଳ୍ପ ନିଗମ ଏମ୍ଡ଼ି ହେଲେ ସ୍ମୃତିରଞନ ପ୍ରଧାନ ସିଦ୍ଧାର୍ଥ ଦାସ ମତ୍ସ୍ୟ ସଂପଦ ନିର୍ଦ୍ଦେଶକ ନିଯୁକ୍ତ TE & SCERT ର ନିର୍ଦ୍ଦେଶକ ହେଲେ ମଧୁସ୍ମିତା ସାହୁ ଶ୍ରୀମତୀ ଉପମା କାଲୋଙ୍କୁ ଉତ୍ତରାଞ୍ଚଳ ଆର୍ଡ଼ିସି ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ହେଲେ ଲିଲି କୁମାରୀ କୁଲୁ ସୋମେଶ ଉପାଧ୍ୟାୟ ହେଲେ ବୟନ ଓ ହସ୍ତତନ୍ତ ଶିଳ୍ପ ନିର୍ଦ୍ଦେଶକ ଗ୍ୟାସକୁ ନେଇ ବିଧାନସଭାରେ ଆରମ୍ଭରୁ ହଟ୍ଟଗୋଳ, ଦିନ ୧୨ ଟା ୧୦ ଯାଏ ଗୃହ ମୁଲତବି ତିରିକ୍ତ ଦାୟିତ୍ୱ ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ହେଲେ ଲିଲି କୁମାରୀ କୁଲୁ ସୋମେଶ ଉପାଧ୍ୟାୟ ହେଲେ ବୟନ ଓ ହସ୍ତତନ୍ତ ଶିଳ୍ପ ନିର୍ଦ୍ଦେଶକ swadhikarswadhikar news Share