ଶ୍ରୀରାମ ନବମୀ ମହାଯଜ୍ଞ ପାଇଁ ଶୋଭାଯାତ୍ରା By Swadhikar News Last updated Mar 22, 2026 ଭଦ୍ରକର ପ୍ରସିଦ୍ଧ ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞ ପାଇଁ ଆଜି ସକାଳୁ ବାଲ ବଜରଙ୍ଗୀ ସଂଘ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ଭଦ୍ରକ ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାକୁ ଆଜି ସକାଳେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଉଦ୍ଘାଟନ କରିଥିଲେ। swadhikarswadhikar news Share