Odia News Portal

ଗ୍ୟାଙ୍ଗଷ୍ଟାର ହାଇଦରକୁ ଏନକାଉଣ୍ଟର

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଏନକାଉଣ୍ଟର । ବାରିପଦା ନିକଟରେ ହାଇଦରକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି । ଚୌଦ୍ୱାର ଜେଲରୁ ବାରିପଦା ନେଉଥିବା ବେଳେ ହାଇଦରକୁ ଏନକାଉଣ୍ଟର କରାଯାଇଛି । କିଛିଦିନ ତଳେ ହାଇଦରକୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା । ଏସିସିବି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସେ ଫେରାର ହୋଇଯାଇଥିଲା । କଡା ସୁରକ୍ଷାରେ କଟକର ବାରିପଦା ନେଉଥିବା ବେଳେ ତାକୁ ଏନକାୁଣ୍ଟର କରାଯାଇଛି । ତେବେ ତାକୁ କାହିଁକି ଏନକାଉଣ୍ଟର କରାଯାଇଛି ତାହା ସ୍ପଷ୍ଠ ହୋଇନାହିଁ ।