Odia News Portal
Browsing Tag

crime

କୁବେର ଜେଇଙ୍କ ଘରୁ ପୁଳାପୁଳା ଟଙ୍କା ଜବତ

ସ୍ୱାଧିକାର ନ୍ୟୁଜ : କୁବେର କନିଷ୍ଠ ଯନ୍ତ୍ରୀଙ୍କ ପାଖରୁ ପୁଳା ପୁଳା ଟଙ୍କା ଜବତ ହୋଇଛି । ଅମାପ ସମ୍ପତିର ଅଧିକାରୀ ହେଉଛନ୍ତି ଆଇଟିଡିଏର ଜେଇ ସନ୍ତୋଷ ଦାସ । ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କ ଘରୁ ମୋଟ ୪୧ଲକ୍ଷ ୭୭ ହଜାର ଟଙ୍କା ସହ ୬୫୯ ଗ୍ରାମ ସୁନା ଜବତ କରାଯାଇଛି । ଭୁବନେଶ୍ୱର ବଡଗଡ…

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଛି ହତ୍ୟା ଧମକ। ‘ଆଇଏସ୍‌ଆଇଏସ୍‌ କଶ୍ମୀର’ ତାଙ୍କୁ ମାରି ଦେବାକୁ ଧମକ ଦେଇଛି। ଏନେଇ ସେ ବୁଧବାର ଦିଲ୍ଲୀ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଏହା ପରେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗମ୍ଭୀରଙ୍କୁ…

ଦେହ ବିକ୍ରି ବ୍ଲାକମେଲ

କେଇଟା ଟଙ୍କା ପାଇଁ ଇଜତ ନିଲାମ କରିବାକୁ ପଛାଇଲା ନାହିଁ ଯୁବତୀ । ପ୍ରଥମେ ସୋସିଆଲ ମିଡିଆରେ ଫ୍ରେଣ୍ଡ ରିକ୍ବେଷ୍ଟ ପ​‌ରେ ମୋବାଇଲ୍‌ ନମ୍ବର ମାଗିଲା। ଜରୁରୀ ଅଛି ବୋଲି କହି ସ୍କୁଲର ଅବସରପ୍ରାପ୍ତ ପ୍ରିନ୍ସିପାଲଙ୍କୁ ଫସାଇ ନମ୍ବର ବି ନେଇଗଲା। ତାପରେ ଭିଡିଓ କଲ୍‌ରେ ନିଜେ ନିଜର ପୋଷାକ…

ଲାଞ୍ଚ ନେଉଥିଲେ, ଧରା ପଡ଼ିଲେ

ନୂଆପଡ଼ା: ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ର ଆଇସିଡିଏସ ସୁପରଭାଇଜର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସିନାପାଲି ବ୍ଲକ୍ –ସାଗୁନଭାଡି -୨ ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ବିକାଶ ରଞ୍ଜନ ବାଗ୍ଙ୍କଠାରୁ…

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଥମିବାର ନାଁ ଧରୁନି ଲଜ୍ଜା । ପୁଣି ଜଣେ ନାବାଳିକା ହୋଇଛନ୍ତି ଦୁଷ୍କର୍ମର ଶିକାର । ୫ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ନରରାକ୍ଷସ । ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ପିଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ…

ରେଳ ଧାରଣା ଉଡ଼ାଇଦେଲେ ମାଓବାଦୀ

ରାଉରକେଲା: ଦକ୍ଷିଣପୂର୍ବ ରେଳପଥର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ନକ୍ସଲମାନେ ରେଳଧାରଣାରେ ମାଇନ୍ସ ଲଗାଇ ଉଡ଼ାଇ ଦେଇଛନ୍ତି । ଫଳରେ ହାୱଡା – ମୁମ୍ବାଇ  ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତରେ…

ଖାଇବାରେ ବିଷ ଦେଇ ୫ କୁକୁରଙ୍କୁ ହତ୍ୟା

କୋଲକାତା: ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଉତ୍ତର କୋଲକାତାରେ ଥିବା ଶୋଭାବଜାର ଅଞ୍ଚଳରୁ ଏକକାଳୀନ ୫ଟି କୁକୁର ଛୁଆଙ୍କ ମୃତଦେହ ମିଳିଛି। କୁକୁରମାନଙ୍କ ଖାଇବାରେ ବିଷ ଗୋଳାଇ ଦିଆଯାଇଥିଲା। ଫଳରେ ଏହାକୁ ଖାଇ ସେମାନେ ପ୍ରାଣ ହରାଇଥିବା ଜଣାପଡ଼ିଛି। କୋଲକାତା:…

ଶିଶୁଙ୍କୁ ଯୌନ ଶୋଷଣା ମାମଲାରେ ସୁରେନ୍ଦ୍ର ନାୟକ ଗିରଫ

ଭୁବନେଶ୍ୱର : ଅନଲାଇନ୍‌ରେ ଶିଶୁଙ୍କୁ ଯୌନ ଶୋଷଣ ଓ ଉତ୍ପୀଡନ ମାମଲାରେ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ହେଲେ ଗିରଫ। ଢେଙ୍କାନାଳ ଜୁବୁଲି ଟାଉନ ଘରୁ ତାଙ୍କୁ ଗିରଫ କରିଛି ସିବିଆଇ। ସ୍ୱତନ୍ତ୍ର ସିବିଆଇ କୋର୍ଟରେ ସୁରେନ୍ଦ୍ର ନାୟକକୁ ହାଜର କରାଯାଇଛି । ଢେଙ୍କାନାଳର ଏକ ପ୍ରଡକ୍ସନ ହାଉସରେ…

ଶିଶୁଙ୍କୁ ଅନଲାଇନରେ ଯୌନ ଶୋଷଣ ଅଭିଯୋଗ, ବିଭିନ୍ନ ରାଜ୍ୟରେ ସିବିଆଇ ରେଡ୍

ଭୁବନେଶ୍ୱର : ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଅଭିଯୋଗରେ ମାମଲା ଦାୟର । ଦେଶର ବିଭିନ୍ନ ସ୍ଥାନରେ ଅନଲାଇନ ମାଧ୍ୟମରେ ଯୌନ ଶିକାର ହେଉଛନ୍ତି ଶିଶୁ । ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ ଚାଲିଛି ସିବିଆଇର ତଦନ୍ତ । ଏଥିସହ ଓଡ଼ିଶାରେ ମଧ୍ୟ ସିବିଆଇ…

ମହିଳାଙ୍କୁ ଖରାପ ବ୍ୟବହାର ଦେଖାଇଲେ ମଦୁଆ ଅଫିସର

ବରଗଡ଼: ମଦୁଅ ଅଫିସରଙ୍କ ଉନ୍ମତ୍ତ କାଣ୍ଡ । ନିଶାରେ ଭୁଲିଗଲେ ହିତାହିତ ଜ୍ଞାନ । ମହିଳାଙ୍କ ସହ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ବିଜେପୁର ବିଡିଓଙ୍କୁ ଅଭିଯୋଗ ଜଣାଇବା ଲାଗି ଯାଇଥିବା ସ୍ୱଂୟ ସହାୟକ ଗୋଷ୍ଠୀ ମହିଳାଙ୍କୁ ୬ ଘଣ୍ଟା ଧରି ଗୋଟିଏ ଘରେ ବନ୍ଦ ରଖିଥିଲେ…