Odia News Portal

ଟୋକିଓ ଅଲମ୍ପିକ, ବିଜୟରୁ ମାରିକମଙ୍କ ଅଭିଯାନ ଆରମ୍ଭ

ହଙ୍ଗେୀରୀ: ସବୁଠି ଅଲମ୍ପିକ ଚର୍ଚ୍ଚା । ଏହାରି ଭିତରେ ଭାରତ ଲାଗି ଆଉ ଏକ ଖୁସି ଖବର ଆସିଛି । ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ଷ୍ଟାର ବକ୍ସର ମାରିକମ୍ । ୪୮ରୁ ୫୧ କିଲୋବର୍ଗରେ ଡୋମିନିକାର ଖେଳାଳିଙ୍କୁ ୪-୧ରେ ହରାଇଛନ୍ତି । ଏହି ବିଜୟ ସହ ମ୍ୟାରୀକମ୍ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ମାରୀ କମ୍ ଆସିବା ମାତ୍ରେ ଆଟାକ୍ ଆରମ୍ଭ କରିଦେଇଥିଲେ । ତାଙ୍କ ପରବର୍ତୀ ମୁକାବିଲା ଜୁଲାଇ ୨୯ ତାରିଖରେ କଲମ୍ବିଆର ଭିକ୍ଟୋରିଆଙ୍କ ସହ ହେବ ।