Odia News Portal
Browsing Tag

tokyo olympic

ସରିଲା ମେରିକୋମଙ୍କ ଯାତ୍ରା

ଟୋକିଓ: ଛଅ ଥର ବିଶ୍ୱ ଚାମ୍ପିଅନ୍ ତଥା ୨୦୨୧ ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମେରି କୋମ ପ୍ରି-କ୍ୱାର୍ଟର ଫାଇନାଲରେ ହାରିଛନ୍ତି । ମହିଳା ଫ୍ଲାଏୱେଟ୍ (୪୮-୫୧ କିଲୋଗ୍ରାମ) ଇଭେଣ୍ଟରେ ସେ କଲମ୍ବିଆର ବକ୍ସର ଏବଂ ୨୦୧୬ ରିଓ ଅଲିମ୍ପିକ୍ ପଦକ ବିଜେତା ଇନଗ୍ରିଟ୍ ଭାଲେନ୍ସିୟାଙ୍କୁ…

ଟୋକିଓ ଅଲିମ୍ପିକ୍ସ, ଜାଣନ୍ତୁ କେଉଁ ଦେଶ କୋତୋଟି ପଦକ ଜିତିଛନ୍ତି

ଟୋକିଓ: ସବୁଠି ଚାଲିଛି ଟୋକିଓ ଅଲିମ୍ପିକ୍ସ ଚର୍ଚ୍ଚା । ଖେଳାଳୀମାନେ ପଦକ ଜିତବା ଲାଗି ଲଗାଇ ଦେଇଛନ୍ତି ଚାରଚାନ୍ଦ । ତେବେ ଏଯାବତ ପଦକ ହାସଲ କରିବାରେ ଶୀର୍ଷରେ ରହିଛି ୟୁଏସଏ ବା ଆମେରିକା । ଆମେରିକା ୧୪ଟି ପଦକ ଜିତିଥିବା ବେଳେ ଚିନ୍ ଜିତିଛି ୧୫ଟି ପଦକ । ତେବେ ଆମେରିକା ୭ଟି ସ୍ୱର୍ଣ୍ଣ…

ଟୋକିଓ ଅଲିମ୍ପିକ୍ସ, ସେମିଫାଇନାଲରେ ଅର୍ଜୁନ ଓ ଅରବିନ୍ଦ

ନୂଆଦିଲ୍ଳୀ : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ଏହାର ଚମକ୍ରାର ପ୍ରଦର୍ଶନ ଜାରି ରଖିଛି । ଭାରତୀୟ ନୌଚାଳକ ଅର୍ଜୁନ ଜାଟ ଓ ଅରବିନ୍ଦ ସିଂ ସେମି ଫାଇନାଲରେ ପ୍ରବେଶ କରିବା ସହିତ ଇତିହାସ ରଚିଛନ୍ତି । ଏହା ପୂର୍ବରୁ କୌଣସି ବି ଭାରତୀୟ ନୌଚାଳକ ସେମିରେ ପ୍ରବେଶ କରି ପାରିନଥିଲେ । ଏହା…

ଟୋକିଓ ଅଲିମ୍ପିକ୍ସ, ତୃତୀୟ ରାଉଣ୍ଡରେ ଭାରତୀୟ ଟେବୁଲ ଟେନିସ ଖେଳାଳୀ ମନିକା ବାତ୍ରା

ହଙ୍ଗେରୀ: ଟୋକିଓ ଅଲମ୍ପିକରେ ଭାରତୀୟ ଖୋଳୀଙ୍କ ପ୍ରଭାବ ଧିରେ ଧିରେ ବିସ୍ତାର ହେବାରେ ଲାଗିଛି । ଏକମାତ୍ର ଟେବୁଲ ଟେନିସ ଖେଳାଳି ଭାବରେ ଟୋକିଓରେ ଭାରତର ଆଶା ରହିଥିବା ମନିକା ବାତ୍ରା ରବିବାର କଡା ସଂଘର୍ଷପୂର୍ଣ୍ଣ ବିଜୟ ସହିତ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ୭ ସେଟ ବିଶିଷ୍ଟ…

ଟୋକିଓ ଅଲମ୍ପିକ, ବିଜୟରୁ ମାରିକମଙ୍କ ଅଭିଯାନ ଆରମ୍ଭ

ହଙ୍ଗେୀରୀ: ସବୁଠି ଅଲମ୍ପିକ ଚର୍ଚ୍ଚା । ଏହାରି ଭିତରେ ଭାରତ ଲାଗି ଆଉ ଏକ ଖୁସି ଖବର ଆସିଛି । ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ଷ୍ଟାର ବକ୍ସର ମାରିକମ୍ । ୪୮ରୁ ୫୧ କିଲୋବର୍ଗରେ ଡୋମିନିକାର ଖେଳାଳିଙ୍କୁ ୪-୧ରେ ହରାଇଛନ୍ତି । ଏହି ବିଜୟ ସହ ମ୍ୟାରୀକମ୍ ପ୍ରି-କ୍ୱାର୍ଟରରେ ପ୍ରବେଶ…

ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରିୟା

ଟୋକିଓ: ଭାରତୀୟ କ୍ରୀଡାପ୍ରେମୀଙ୍କ ଲାଗି ଖୁସି ଖବର । ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଥିବା ବେଳେ ଏବେ ପ୍ରିୟା ମଲ୍ଲିକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତର ପ୍ରିୟା ମଲ୍ଲିକ। ବୁଲଗେରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ପ୍ରିୟା।…

ନିରାଶ କଲେ ସାନିଆ-ଅଙ୍କିତା ଯୋଡ଼ି

ଟୋକିଓ: ଟୋକିଓ ଅଲମ୍ପିକରେ ମହିଳା ଟେନିସ ଯୋଡ଼ି ନିରାଶ କରିଛନ୍ତି । ହାରିଲେ ସାନିଆ ଓ ଅଙ୍କିତା । ଭାରତ ପୁଣି ନିରାଶ । ଟୋକିଓ ଅଲିମ୍ପିକ୍ସର ମହିଳା ଟେନିସ ଡବଲରେ ଭାଗନେଇଥିବା ଭାରତୀୟ ମହିଳା ସାନିଆ ଓ ଅଙ୍କିତା ୟୁକ୍ରେନର ଏଲ. କିଚେନକ ଓ ଏନ.କିଚେନକଙ୍କ ଠାରୁ ୮-୧୦ ପଏଣ୍ଟରେ ପରାସ୍ତ…

ଟୋକିଓ ଅଲମ୍ପିକ, ବିଜୟରୁ ସିଦ୍ଧୁଙ୍କ ଅଭିଯାନ ଆରମ୍ଭ

ଟୋକିଓ: ଭାରତ ଲାଗି ଖୁସି ଖବର । ବିଜୟ ଅଭିଯାନ ଆରମ୍ଭ କରିଛନ୍ତି ସିନ୍ଧୁ । ସେ ଇସ୍ରାଏଲର ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି । ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ୨୧-୭, ୨୧-୧୦ ସେଟରେ ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି । ସେପଟେ ଭାରତୀୟ ୧୦ ମିଟର ଏୟାର ପିସ୍ତଲ…

ମୀରବାଇଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲମ୍ପିକରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ମିରାବାଇ ଚାନୁ । ଭାରୋଉତ୍ତୋଳନରେ ରୋପ୍ୟ ପଦକ ପାଇଛନ୍ତି ଚାନୁ । ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓ ଅଲମ୍ପିକରେ ପ୍ରଥମ ଜିତିଛି ଭାରତ । ଭାରୋଉତ୍ତୋଳନରେ ମୀରାବାଇ…

ଟୋକିଓ ଅଲମ୍ପିକ, ଫାଇନାଲରେ ଭାରତୀୟ ସୁଟର ସୌରଭ ଚୌଧୁରୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ଏଥିରେ ପଦକ ଆଶା ଦେଇଛନ୍ତି ଭାରତୀୟ ସୁଟର ସୌରଭ ଚୌଧୁରୀ। ସେ ୧୦ ମିଟର ପୁରୁଷ ଏୟାର ପିସ୍ତଲ ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଯୋଗ୍ୟତା ପର‌୍ୟ୍ୟାୟରେ ପ୍ରଥମ ହୋଇ ସେ ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ସେ ୯୫, ୯୮, ୯୮,…