Odia News Portal

ବଦଳିଲେ ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାପାଳ

ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ବଦଳିଲେ ଭଦ୍ରକ ଓ ଢ଼େଙ୍କାନାଳ ଜିଲ୍ଲାପାଳ । ସରୋଜ କୁମାର ସେଠୀ ହେଲେ ଢ଼େଙ୍କାନାଳ ଜିଲ୍ଲାପାଳ । ତ୍ରିଲୋଚନ ମାଝୀ ହେଲେ ଭଦ୍ରକ ଜିଲ୍ଲାପାଳ । ଜ୍ଞାନରଞ୍ଜନ ଦାଶ ହେଲେ ପଞ୍ଚାୟତିରାଜ ନିର୍ଦ୍ଦେଶକ । ଉମାକାନ୍ତ ତ୍ରିପାଠୀ ହେଲେ ଜଙ୍ଗଲ ବିଭାଗ ଅତିରିକ୍ତ ସଚିବ । ଭୂମେଶ ଚନ୍ଦ୍ର ବେହେରା ହେଲେ ଆୟୂଷ ବିଭାଗ ନିର୍ଦ୍ଦେଶକ ।