Odia News Portal

ଆସିଲା ଅକ୍ଟୋବର ମାସ ଲାଗି କୋଭିଡ୍ ଗାଇଡଲାଇନ୍

ଭୁବନେଶ୍ୱର: କରୋନା ପାଇଁ ଗାଇଡଲାଇନ ଆଣିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ ନେଇ ଏସଆରସି ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି । ଗାଇଡଲାଇନ ଅନୁଯାୟୀ,
ରାଜ୍ୟର ସମସ୍ତ ପୌରାଂଚଳରେ ନାଇଟ କର୍ଫ୍ୟୁ ଜାରି ରହିବ
ସମସ୍ତ ପୌରାଂଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ
କେବଳ, କଟକ, ଭୁବନେଶ୍ୱର ସହର ପାଇଁ ନାଇଟ କର୍ଫ୍ୟୁ ଅଧିକ କଡା
କଟକ, ଭୁବନେଶ୍ୱରରେ ୧୦ ଦିନ ପାଇଁ ରାତି ୮ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ
ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ନାଇଟ କର୍ଫ୍ୟୁ

ଏହାକୁ ବାଦ ଦେଲେ ପୂର୍ବରୁ ପୂର୍ବରୁ ସେପ୍ଟେମ୍ବର ରେ ଯାହା ନିୟମ ସବୁଥିରେ ଥିଲା ସବୁ ସେମିତି ବଳବତ୍ତର ରହିବ ।