Odia News Portal

ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ


ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ । ବହିଷ୍କୃତ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହାଜର ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ଚତୁର୍ଥ ଥର ନୋଟିସ ପରେ ଇଡିରେ ହାଜର ହେଲେ ପ୍ରଦୀପ । ଶୁକ୍ରବାର ଦିନ ପ୍ରଦୀପଙ୍କ ଝିଅ ଶ୍ରୁତି ଇଡିରେ ହାଜର ହୋଇଥିଲେ । ଏହା ପୂର୍ବରୁ ମଧ୍ୟ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କୁ ଜେରା କରିଥିଲା ଇଡି । ଏହା ପରେ ପ୍ରଦୀପଙ୍କ ଝିଅ ଶ୍ରୁତି ଇଡିରେ ହାଜର ହେବାକୁ ନୋଟିସ ହୋଇଥିଲା । ତା ପରେ ପ୍ରଦୀପଙ୍କୁ ମଧ୍ୟ ଇଡିରେ ହାଜର ହେବାକୁ ନୋଟିସ ହୋଇଥିଲା । ଚତୁର୍ଥ ଥର ନୋଟିସ ପରେ ଇଡିରେ ହାଜର ହେଲେ ପ୍ରଦୀପ ।