Odia News Portal

ହୋଡିଂ ଉପରୁ ଉଦ୍ଧାର ହେଲେ ମୁକ୍ତିକାନ୍ତ

ବିଜ୍ଞାପନ ହୋଡିଂରୁ ମୁକ୍ତିକାନ୍ତଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ। ଦୀର୍ଘ ୪  ଘଣ୍ଟାର ଉଦ୍ୟମ ପରେ ତାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି।  ସେ ପ୍ରତିବାଦ କରି ଭୁବନେଶ୍ୱର ଶିଶୁ ଭବନରେ ଥିବା ଏକ ବିଜ୍ଞାପନ ହୋଡିଂ ଉପକେ ଚଢ଼ିଯାଇଥିଲେ।