Odia News Portal

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତିଙ୍କ ଶପଥ

ଶପଥ ନେଲେ ସୁପ୍ରିମକୋର୍ଟର ନୂଆ ବିଚାରପତି । ଶପଥପାଠ କରାଇଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ଏବେ ସୁପ୍ରିମକୋର୍ଟରେ ନୂଆ ବିଚାରପତିଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଥିବା ସୂଚନା ।