Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଡେଲାଙ୍ଗରେ ନିର୍ବାଚନୀ ହିଂସାକାଣ୍ଡ, ୩ ଆହତ
ପୁରୀ: ନିର୍ବାଚନୀ ପ୍ରଚାର ସମୟରେ ଡେଲାଙ୍ଗରେ ହିଂସାକାଣ୍ଡ | ବିଜେଡି କର୍ମୀଙ୍କ ମାଡ଼ରେ ୩ ବିଜେପି କର୍ମୀ ଆହତ | ଆହତ ବିଜେପି କର୍ମୀ!-->…
‘ଆହାର’ ସଫଳତାର ବଳ ମିଶନଶକ୍ତି ମହିଳା ଗୋଷ୍ଠି
ଭୁବନେଶ୍ୱର : ରାଜ୍ୟରେ ଥିବା ଆହାର କେନ୍ଦ୍ର ଗୁଡିକର ବଳ ପାଲଟିଛନ୍ତି ମିଶନ ଶକ୍ତିର ମହିଳା ଗୋଷ୍ଠି । ମହିଳା ଗୋଷ୍ଠିର ସଫଳ ପରିଚାଳନା ଓ!-->…
ହାଇଦରର ‘ଗୁପ୍ତ ଆଡ୍ଡା’ ଉପରେ ପୋଲିସର ନଜର
*ବର୍ଡର ସିଲ୍ କରିବାକୁ ସବୁ ଜିଲ୍ଲା ଏସ୍ ପି, ଏସ୍ ଟିଏଫ୍ , କମିଶନରେଟ୍ ପୋଲିସର ଡିସିପିଙ୍କୁ ନିର୍ଦ୍ଦେଶ |
୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି
ଭୁବନେଶ୍ୱର: ଏପ୍ରିଲ ୩୦ ପରେ ପରେ ନିଆଯିବ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା ନିଷ୍ପତ୍ତି । ଏନେଇ ସୂଚନା ପ୍ରଦାନ କରିଛନ୍ତି ଗଣଶିକ୍ଷା!-->…
କାଲି ନବୀନଙ୍କ ପ୍ରଚାରରେ କମ୍ପିବ ପିପିଲି ଗଡ଼
*ଡେଲାଙ୍ଗ ବ୍ଲକରେ ରୁଦ୍ରଙ୍କ ପାଇଁ କରିବେ ଭୋଟ୍ ଭିକ୍ଷା |
ମାସ୍କକୁ ହଁ କରିବା, ଲକଡାଉନକୁ କାହିଁକି ଡରିବା: ନବୀନ
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ନବୀନଙ୍କ ଟ୍ୱିଟ୍ କରି ସଚେତନତା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି!-->…
ହାଇଦର ଫେରାର ଘଟଣାରେ ୬ କର୍ମଚାରୀ ସସ୍ପେଣ୍ଡ
କଟକ: ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ ୬ଜଣ ପୋଲିସ କର୍ମଚାରୀଙ୍କ ସସ୍ପେଣ୍ଡ କଲେ ସମ୍ବଲପୁର ଏସ୍ପି । ହାଇଦରର ସୁରକ୍ଷା!-->…
ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ହାଇ ଆଲର୍ଟ
କଟକ: ଏସସିବି ମେଡ଼ିକାଲରୁ ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ କମିଶନରେଟ୍ ପୋଲିସର ବଡ଼ଧରଣର ଅଭିଯାନ । କଟକ ଡିସିପି ପ୍ରତୀକ!-->…
