Odia News Portal

କାହିଁକି ଗୁଗୁଲରେ ଭିକାରୀ ସର୍ଚ୍ଚ କଲେ ଇମ୍ରାନଙ୍କ ଫଟୋ ଆସୁଛି, ଜାଣିଲେ ଆଶ୍ଚର୍ୟ୍ୟ ହେବେ …

୩୭୦ଧାରା ଉଚ୍ଛେଦ ପରେ ଭାରତ ସହ ପାକିସ୍ତାନର ଶତ୍ରୁତା ଆହୁରି ତୀବ୍ର କରିଛି । ସୋସିଆଲ ମିଡିଆରେ ମଧ୍ୟ ପାକିସ୍ତାନକୁ ବେଜିତ କରିବାର କୌଣସି ମଉକା ହାତଛଡା କରୁନାହାଁନ୍ତି ସାଧାରଣ ଲୋକ ।

ଏଭଳି ପରିସ୍ତିତିରେ ଗୁଗୁଲରେ ଭିକାରୀ ସର୍ଚ୍ଚ କରିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଆସୁଛି । ଯେଉଁଥିରେ ଇମ୍ରାନ ଖାନ ଏକ ଭିକ୍ଷା ଥାଳି ଧରି ଭିକମାଗୁଥିବା ଦେଖିବାକୁ ମିଳୁଛି ।

ଏହି କ୍ଷେତ୍ରରେ ପାକିସ୍ତାନବାସୀ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ଦୋଷ ଦେଉଛନ୍ତି । ପାକିସ୍ତାନ କହିବାନୁଯାଇ ଗୁଗୁଲର ସିଇଓ ଭାରତୀୟ ହୋଇଥିବାରୁ ଇମା୍ରନଙ୍କ ଫଟୋ ଏଭଳି ଚିତ୍ରଣ କରାଯାଇଛି ।

ତେବେ ଏନେଇ ଗୁଗୁଲ ତରଫରୁ କୌଣସି ସ୍ପଷ୍ଟିକରଣ କରାଯାଇ ନାହିଁ ।