Odia News Portal
Browsing Tag

imran khan

ଗୁଳିମାଡ଼ିରେ ଆହତ ପରେ ମୁହଁ ଖୋଲିଲେ ଇମ୍ରାନ ଖାନ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁରୁବାର ଆକ୍ରମଣ ପରେ ଗତକାଲି ଲାହୋରର ଏକ ଘରୋଇ ହସ୍ପିଟାଲରେ ସାମ୍ବାଦିକ ସମ୍ମିଳନୀ କରି ଇମ୍ରାନ କହିଛନ୍ତି, ସେ ଜାଣିଥିଲେ ତାଙ୍କ ଉପରେ ଆକ୍ରମଣ ହେବାକୁ ଯାଉଛି । ତାଙ୍କ ଗୋଡ଼ରେ ଚାରୋଟି ଗୁଳି ବାଜିଥିବା ଇମ୍ରାନ କହିଛନ୍ତି। ଏହି…

ଯେକୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ

ନିକଟରେ ସାଉଦି ଆରବ ଗସ୍ତ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ ପାକିସ୍ତାନୀ ପ୍ରତିନିଧୀ ମଦିନାର ମସଜିଦ-ଇ-ନବାବିରେ ପହଞ୍ଚିଥିଲେ। ଏଠାରେ ଶାହାବାଜ ସରିଫ ଏବଂ ଅନ୍ୟ ପାକିସ୍ତାନୀ ମନ୍ତ୍ରୀମାନେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ସେମାନେ ମସଜିଦ ଭିତରକୁ ଯିବା ମାତ୍ରେ…

ଇମ୍ରାନ ଖାନ୍‌ ପରାଜୟ,ପ୍ରଧାନମନ୍ତ୍ରୀ ପଦରୁ ହେଲେ ବହିଷ୍କୃତ

ପାକିସ୍ତାନରେ ଇମ୍ରାନ ସରକାରର ପତନ । ଅନାସ୍ଥା ଭୋଟରେ ଇମ୍ରାନ ଖାନ୍‌ ପରାଜୟ ବରଣ କରିବା ସହ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି । ଅନାସ୍ଥା ଭୋଟରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ । ପାକିସ୍ତାନ ପରିସ୍ଥିତି ଅଶାନ୍ତ ହୋଇପଡିଛି ।…

ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମାର୍ଚ୍ଚ ୨୮ ଯାଏଁ ସ୍ଥଗିତ

ଜାତୀୟ ସଂସଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର ବିରୋଧରେ ବିରୋଧୀଙ୍କ ଦ୍ବାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାକୁ ସ୍ଥଗିତ ରଖାଯାଇଛି। ଏହା ଉପରେ ଏବେ ୨୮ ମାର୍ଚ୍ଚରେ ଆଲୋଚନା ହେବ | ଜଣେ ସାଂସଦଙ୍କ ମୃତ୍ୟୁ ଯୋଗୁଁ ସଂସଦ ଅଧିବେଶନକୁ ସ୍ଥଗିତ ରଖାଯାଇଛି । ତେବେ…

ବିରୋଧୀଙ୍କ ଚାପରେ ଇସ୍ତଫା ଦେବେନି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ପାକିସ୍ତାନରେ ଘନଉଛି ରାଜନୈତିକ ସଙ୍କଟ। ବିରୋଧୀଙ୍କ ଚାପରେ ଇସ୍ତଫା ଦେବେନି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତାରେ ଏନେଇ ସ୍ପଷ୍ଟ କରିଛନ୍ତି। ବିରୋଧୀଙ୍କୁ ଡକାୟତଙ୍କ ଦଳ କହିବା ସହ ଗତ ୩୦ବର୍ଷ ଧରି ଦେଶକୁ ଲୁଟିଛନ୍ତି ବୋଲି କହିଛନ୍ତି। ଆସନ୍ତାକାଲି…

ଋଣ ନେବାରେ ରେକର୍ଡ କଲେ ଇମ୍ରାନ ଖାନ୍

ନୂଆଦିଲ୍ଲୀ: ଭାରତର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ସବୁବେଳେ ବିଭିନ୍ନ ପ୍ରସଙ୍ଗ ନେଇ ଟାର୍ଗେଟ କରିଥାଏ । କିନ୍ତୁ ପାକିସ୍ତାନ ସରକାର ଏବେ ଋଣଭାରରେ ସଢ଼ୁଛନ୍ତି । ପାକିସ୍ତାନଷ୍ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ରେକର୍ଡ କାଟିଛନ୍ତି । ସେ ଋଣ ନେବାରେ ରେକର୍ଡ…

ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କେବଳ ଭାରତ-ପାକିସ୍ତାନ ନୁହେଁ । କ୍ରିକେଟ୍ ପ୍ରଶଂସକମାନେ ଆଜିର ମହାମୁକାବିଲା ନେଇ ଉତ୍ସାହିତ ଅଛନ୍ତି । ସମସ୍ତଙ୍କ ଅପେକ୍ଷା ସେହି ସ୍ୱର୍ଣ୍ଣିମ ମୂହୂର୍ତ୍ତକୁ । ଆଜି ଆଇସିସି ଟି-20 ବିଶ୍ୱକପ ୨୦୨୧ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ ହେବିଓ୍ୱଟ୍ । ୨୦୧୯ ବିଶ୍ୱକପ…

କୌଣସି ଚାପରେ ପାକିସ୍ତାନ ମୁଣ୍ଡ ନୁଆଁଇବ ନାହିଁ: ଇମ୍ରାନ ଖାଁ

ଲାହୋର: ସବୁବେଳେ ନିଜର ମନ୍ତବ୍ୟ ଲାଗି ଚର୍ଚ୍ଚାରେ ରହିଥାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଏବେ ପୁଣି ଏକ ବିବୃତି ଲାଗି ସେ ପୁଣିଥରେ ଚର୍ଚ୍ଚା ପରିସର ଭିତରକୁ ଆସିଛନ୍ତି । ଭାରତ ସହିତ ଶତ୍ରୁତା ଏବଂ ଚୀନ ସହିତ ନିବିଡ ସଂପର୍କ ବଢାଇ ଚାଲିଥିବା ପାକିସ୍ତାନକୁ ନେଇ ଆମେରିକା…

କାହିଁକି ଗୁଗୁଲରେ ଭିକାରୀ ସର୍ଚ୍ଚ କଲେ ଇମ୍ରାନଙ୍କ ଫଟୋ ଆସୁଛି, ଜାଣିଲେ ଆଶ୍ଚର୍ୟ୍ୟ ହେବେ …

୩୭୦ଧାରା ଉଚ୍ଛେଦ ପରେ ଭାରତ ସହ ପାକିସ୍ତାନର ଶତ୍ରୁତା ଆହୁରି ତୀବ୍ର କରିଛି । ସୋସିଆଲ ମିଡିଆରେ ମଧ୍ୟ ପାକିସ୍ତାନକୁ ବେଜିତ କରିବାର କୌଣସି ମଉକା ହାତଛଡା କରୁନାହାଁନ୍ତି ସାଧାରଣ ଲୋକ । ଏଭଳି ପରିସ୍ତିତିରେ ଗୁଗୁଲରେ ଭିକାରୀ ସର୍ଚ୍ଚ କରିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ…

ଇମ୍ରାନଙ୍କ ଦକ୍ଷତା ଓ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ପତ୍ନୀ

କାଶ୍ମୀରରେ ନିକଟେ ଘଟିଥିବା ଘଟଣା କ୍ରମ ପାଇଁ ଇମ୍ରାନ ଖାନଙ୍କଠାରେ ନିଷ୍ପତ୍ତି ନେବା ଦକ୍ଷତାର ଅଭାବ ଦାୟୀ ବୋଲି ି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ୍ ଖାନ ଅଭିଯୋଗ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁସି କରିବାକୁ କେବଳ ଇମ୍ରାନ ଉଦ୍ୟମ…