Odia News Portal

ଭାଇରାଲ ହେଉଛି ମଲାଇକାଙ୍କ ବିକିନି ଲୁକ୍‌

ମୁମ୍ବାଇ: ବଲିଉଡର ବେଶ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ମଲାଇକା ଅରୋରା ଖାନ୍ । ସେ ସବୁବେଳେ ନିଜ ପ୍ରଂଶସକଙ୍କ ଲାଗି ସୋସିଆଲ ମିଡିଆରେ ବିଭିନ୍ନ ଫଟୋ ପୋଷ୍ଟ କରିଥାନ୍ତି । ଏମିତିକି ସୋସିଆଲ ମିଡିଆରେ ମଧ୍ୟ ସେ ବେଶ ଅକ୍ଟିଭ ରହିଥାନ୍ତି । ଏବେ ସେ ବିକିନି ପିନ୍ଧି ଇନଷ୍ଟାଗ୍ରାମରେ ଏକ ଫଟୋକୁ ପୋଷ୍ଟ କରିଛନ୍ତି । ଯାହାକି ବେଶ ଭାଇରାଲ ହେବାରେ ଲାଗଛି । ୟୁଜର୍ସମାନେ ତାଙ୍କୁ ଲାଇକ କମେଣ୍ଟ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ବୁଧବାର ସନ୍ଧ୍ୟାରେ ମଲାଇକା ଏହି ଫଟୋଟିକୁ ପୋଷ୍ଟ କରିଛନ୍ତି । ୪୭ ବର୍ଷୀୟା ଏହି ଅଭିନେତ୍ରୀ ଘରେ ଆରାମ କରୁଥିବା ନଜର ଆସିଛନ୍ତି । ବିକିନ ପିନ୍ଧି ପୂର୍ବଭଳି ସମାନ ମୁଦ୍ରାରେ ଫଟୋ ପୋଷ୍ଟ କରିଛନ୍ତି । ଗାଧୋଉଥିବା ସମୟରେ ବିକିନି ପିନ୍ଧିଥିବାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ତେବେ ଏହାପୂର୍ବରୁ ମଧ୍ୟ ସେ ୱାର୍କ ଆଉଟ କରୁଥିବାର ଫଟୋ ମଧ୍ୟ ପୋଷ୍ଟ କରିଥିଲେ । ଯାହାକି ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା ।