Odia News Portal
Browsing Tag

nationalnews

ଦୁଇଦିନିଆ ଭାରତ ଗ୍ରସ୍ତରେ ଜର୍ମାନ ଚାନସେଲର ଓଲାଫ୍ ସୋଲସ୍

ଦୁଇ ଦେଶ ମଧ୍ୟରେ ତ ଆଗରୁ ସୁସମ୍ପର୍କ ରହିଛି ଏବଂ ମୋର ଏହି ଦୁଇଦିନିଆ ଗସ୍ତ ତାହାକୁ ଆହୁରି ସୁଦୃଢ଼ କରିବ ବୋଲି ଆଜି ଭାରତରେ ପହଞ୍ଚିଥିବା ଜର୍ମାନ୍‌ ଚାନ୍‌ସେଲର୍‌ ଓଲାଫ୍‌ ସୋଲସ୍ କହିଛନ୍ତି। ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋଲସ୍ ଙ୍କୁ ପାଛୋଟି ନେଇଥିଲେ।…

ପିଆଜର ଅଭାବୀ ବିକ୍ରି; ୫୧୨ କେଜି ପିଆଜକୁ ମାତ୍ର ୨ ଟଙ୍କା

ଚାଷ କାମ ଯାହାର କି ଆନନ୍ଦ ତାହାର। ସମ୍ଭବତଃ ଏହି ଲୋକକଥାଟି ଭୁଲ ପ୍ରମାଣିତ ହେବାରେ ଲାଗିଛି। ଦେଶର ଚାଷୀମାନେ କେମିତି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି, ସେକଥା ସମସ୍ତେ ଜାଣିଛନ୍ତି। ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଚାଷୀଙ୍କ କଥା ଚିନ୍ତା କରୁଥିବା କହୁଥିଲେ ହେଁ ସେମାନଙ୍କ…

ରିଭଲଭର ସଫା ବେଳେ ଗୁଳି ଫୁଟି ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ଦାୟିତ୍ୱର ପୋଲିସଙ୍କ ମୃତ୍ୟୁ

‘ସର୍ଭିସ୍‌ ରିଭଲ୍‌ଭର୍‌’ରୁ ଆକସ୍ମିକଭାବେ ଗୁଳି ଫୁଟି ମୁଣ୍ଡରେ ବାଜିବାରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଜଣେ ପୁଲିସ କର୍ମଚାରୀଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ମୃତ ପୁଲିସ କର୍ମଚାରୀଜଣକ ଥିଲେ ହେଡ୍‌…

ପଞ୍ଜାବରେ ତେଜୁଛି ଖଲିସ୍ତାନୀ ଆକ୍ରମଣ, ତଥାପି ପୋଲିସ କାହିଁକି ଚୁପ?

ପଂଜାବରେ ଏବେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ପୁଣି ସକ୍ରିୟ ହୋଇଉଠିଛନ୍ତି। ସ୍ବତନ୍ତ୍ର ଖଲିସ୍ତାନ ରାଷ୍ଟ୍ରଗଠନ ଦାବି ନେଇ ଅନେକ ବେଆଇନ ସଂଗଠନ ସେମାନଙ୍କ କାୟାବିସ୍ତାର କରିଚାଲିଥିବା ବେଳେ ଗତକାଲି ସଶସ୍ତ୍ର ଖଲିସ୍ତାନୀ ସମର୍ଥକ ଅମୃତସରର ଅଜନାଲା ଥାନାକୁ ଯେଭଳି କବ୍‌ଜା କଲେ ତାହା…

ବିଜେପିରେ ଯୋଗ ଦେଲେ ‘ଆମ୍ ଆଦ୍‌ମୀ ପାର୍ଟି’ର ପବନ ସେରାୱତ୍

ଆଜି ‘ଆମ୍‌ ଆଦ୍‌ମୀ ପାର୍ଟି’ର ବାୱନା ୱାର୍ଡର କାଉନ୍‌ସିଲର୍‌ ପବନ ସେରାୱତ୍‌ ‘ଭାରତୀୟ ଜନତା ପାର୍ଟି’ରେ ଯୋଗ ଦେଇଛନ୍ତି। ‘ଷ୍ଟାଣ୍ଡିଙ୍ଗ୍‌ କମିଟି’ ନିର୍ବାଚନର କିଛି କ୍ଷଣ ପୂର୍ବରୁ ଉପରୋକ୍ତ କଥା ଘୋଷଣା କରାଯାଇଛି। ‘ବିଜେପି’ରେ ଯୋଗ ଦେବା ପରେ, ସେରାୱତ୍‌ ଅଭିଯୋଗ କରିଛନ୍ତି ଯେ,…

କଂଗ୍ରେସ ଅଧିବେଶନରେ ଯୋଗ ଦେବେନାହିଁ ସୋନିଆ, ରାହୁଲ, ପ୍ରିୟଙ୍କା

ଛତିଶଗଡ଼ର ରାୟପୁରରେ ଆୟୋଜନ କରାଯାଇଥିବା ଗୁରୁତ୍ବପୂର୍ଣ୍ଣ କଂଗ୍ରେସ ଅଧିବେଶନରେ ଆଜି ‘କଂଗ୍ରେସ ୱାର୍କିଙ୍ଗ୍‌ କମିଟି’ କାର୍ଯ୍ୟକର୍ତ୍ତା ନିର୍ବାଚନ ବିଷୟରେ ଆଲୋଚନା ହେବ, କିନ୍ତୁ ଏଥିରେ ଦଳର ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀ, ପୁଅ ରାହୁଲ୍‌ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗ…

ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ନାମଞ୍ଜୁର ଭରିଲା ଆରଜେଡି

ଲୋକସଭା ନିର୍ବାଚନ ୨୦୨୪କୁ ନେଇ ବିହାରରେ କଂଗ୍ରେସ, ଜେଡିୟୁ, ଆରଜେଡି ମଧ୍ୟରେ ଥିବା ମହାଗଠବନ୍ଧନ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାପଡିଛି। ବିହାର କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମିତ କରିଥିବାବେଳେ ଆରଜେଡି ଏଥିପାଇଁ ପ୍ରସ୍ତୁତ ନାହିଁ । ଆରଜେଡି ପକ୍ଷରୁ…

ବିମାନରୁ ଓହ୍ଲାଇ ଦେବା ପରେ ପବନ ଖେଡାକୁ ଗିରଫ କରିଛି ଆସାମ ପୁଲିସ

ଆଜି ଦଳୀୟ ଅଧିବେଶନରେ ଯୋଗ ଦେବା ଲାଗି ଛତିଶଗଡ଼ର ରାୟପୁର ଯାଉଥିବା ବରିଷ୍ଠ କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯିବା ପରେ ଆସାମ ପୁଲିସ ଆସି ତାଙ୍କୁ ଗିରଫ କରିଛି। ପବନ ଖେଡ଼ାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ…

ଭାରତରେ ନୂତନ ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟା ଆପଣାଇବ ଜନ ଡିଅର

ଜନ୍‍ ଡିଅର୍ କୃଷକ ଓ ଗ୍ରାହକମାନଙ୍କୁ ଏହାର ଉନ୍ନତମାନର ଉତ୍ପାଦ ଓ ସେବା ପ୍ରଦାନ ଲାଗି ନିରନ୍ତର ପ୍ରଚେଷ୍ଟା ଜାରି ରଖିଛି। ଭାରତରେ କମ୍ପାନିର ଯାତ୍ରା ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ସେହି ସମୟରେ କମ୍ପାନି ଅନେକ ମୂଲ୍ୟଯୁକ୍ତ ପ୍ରଯୁକ୍ତି ପ୍ରଚଳନ କରିଥିଲା। ଜନ୍ ଡିଅର୍‍ ନିରନ୍ତର…

ଆଇସିସି ଦଳରେ ସ୍ଥାନ ପାଇଲେ ୬ ଭାରତୀୟ କ୍ରିକେଟର

ଆଇସିସି ପକ୍ଷରୁ ୨୦୨୨ ବର୍ଷ ପାଇଁ ଶ୍ରେଷ୍ଠ ଖେଳାଳିମାନଙ୍କୁ ନେଇ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ପାକିସ୍ତାନର ବାବର ଆଜମ୍‌ଙ୍କ ନେତୃତ୍ବରେ ଘୋଷିତ ଦିନିକିଆ ଦଳରେ ଭାରତରୁ କେବଳ ଶ୍ରେୟସ ଆୟର ଓ ମହମ୍ମଦ ସିରାଜ ସ୍ଥାନ ପାଇଛନ୍ତି। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବିରାଟ କୋହଲି କିମ୍ବା…