Odia News Portal
Browsing Tag

nuapada

ଅଚେତ ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ

ହାତଗୋଡ଼ ବନ୍ଧା ଓ ଅଚେତ ଅବସ୍ଥାରେ ନିଖୋଜ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସୁନାରି ସିକୁଁଆ ଗାଁ’ର ସରପଞ୍ଚ ପ୍ରାର୍ଥୀ ଚୂଳ ବୈଠାରୁଙ୍କୁ ଗୁରୁତର ଅବସ୍ଥାରେ ଗାଁ ରାସ୍ତା ପୋଲତଳୁ ଉଦ୍ଧାର କରାଯାଇଛି । ତାଙ୍କୁ ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।…

ଆତ୍ମହତ୍ୟା କଲେ ଯବାନ

ନୁଆପଡା: କୋମନା ଥାନା ଅନ୍ତର୍ଗତ ବରକୋଟ ଗାଁରେ ଥିବା CRPF କ୍ୟାମ୍ପରେ ଘଟିଛି ଅଘଟଣ । ନିଜ ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି ଯବାନ । ମୃତ ଯବାନ ହେଲେ ରାମ ପ୍ରତାପ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ବରିଷ୍ଠ ଅଧିକାରୀ ।…

ଆତଙ୍କ ଖେଳାଉଛି ବାଘ

ନୂଆପଡା ଜିଲ୍ଲା କୋମନା ବ୍ଲକ ତୋରବୋଡ଼ ଅଞ୍ଚଳ ରେ ବାଘ ଲୋକେ ଆତଙ୍କିତ | ତୋରବୋଡ଼ ସ୍ତିତ ବିହନ ଉତ୍ପାଦନ କେନ୍ଦ୍ର ନିକଟ ଗୋଟିଏ ବାଘ ସହିତ ଦୁଇଟି ବାଘ ଛୁଆ ଦେଖିବାକୁ ପାଇଥିଲେ | କିଛି ସ୍ଥାନୀୟ ଲୋକେ ଆଜି ସକାଳୁ ଲୋକ ମାନେ ଯିବା ଆସିବା କରୁଥିବା ବେଳେ ଲୋକେ ବାଘ ମାନେ ତୃଣ ବିହନ…

ଲାଞ୍ଚ ନେଉଥିଲେ, ଧରା ପଡ଼ିଲେ

ନୂଆପଡ଼ା: ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ର ଆଇସିଡିଏସ ସୁପରଭାଇଜର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସିନାପାଲି ବ୍ଲକ୍ –ସାଗୁନଭାଡି -୨ ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ବିକାଶ ରଞ୍ଜନ ବାଗ୍ଙ୍କଠାରୁ…

ନୂଆପଡ଼ା ଗସ୍ତରେ ପୋଲିସ ଡିଜି ଅଭୟ

ନୂଆପଡ଼ା: ପୋଲିସ DG ଅଭୟଙ୍କ ଦିନିକିଆ ନୂଆପଡ଼ା ଗସ୍ତ। ଜିଲ୍ଲାରେ ମାଓ ସ୍ଥିତି ନେଇ ସମୀକ୍ଷା କରିବେ ଡିଜିପି। ସୁନାବେଡ଼ା ଅଭୟାରଣ୍ୟ ଗସ୍ତରେ ଯିବେ DGP। ସୁନାବେଡ଼ାରେ ଥିବା CRPF କ୍ୟାମ୍ପ ପରିଦର୍ଶନ କରିବେ। ମାଓ ମୁକାବିଲା କ୍ଷେତ୍ରରେ ଓଡ଼ିଶା ବିଗତ ଦିନରେ ସଫଳତା ସହ କରିଛି।…

ଆଜି ନୂଆପଡ଼ା ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗକୁ ସଂରକ୍ଷଣରେ ଅବହେଳା ଅଭିଯୋଗରେ ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏନେଇ ରାଜ୍ୟ ସରକାର ଉପରେ ଅସନ୍ତୋଷ ଦେଖା ଦେଇଛି। ଏହାକୁ ନେଇ ନୂଆପଡ଼ା ଜିଲ୍ଲା ଓବିସି ପକ୍ଷରୁ ଆଜି …

ବିସର୍ଜନ କରିବାକୁ ଯାଇଥିଲେ, ୩ଜଣ ବୁଡ଼ିଗଲେ

ନୂଆପଡ଼ା: ଏମିତି ବି ଆସିପାରେ ମରଣ । ନୂଆପଡ଼ା ଅଞ୍ଚଳରେ ଗଣେଶ ଭଗବାନଙ୍କ ବିସର୍ଜନ ବେଳେ ଘଟିଯାଇଛି ବଡ଼ ଅଘଟଣ । ଗୋଧସା ଜଳପ୍ରପାତରେ ବିସର୍ଜନ ସମୟରେ ବୁଡ଼ିଯାଇ ୩ ଜଣ ନିଖୋଜ ହୋଇଥିବା ଜଣାପଡିଛି । ନିଖୋଜ ଥିବା ୩ ଜଣ ଏକ ବିଦେଶୀ ମଦ ଦୋକାନର କର୍ମଚାରୀ ବୋଲି ଜଣାପଡିଛି । ନିଖୋଜ ୩ ଜଣଙ୍କୁ…

ଭିଜିଲାନ୍ସ ପଞ୍ଝାରେ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ

ନୂଆପଡ଼ା: ଲାଞ୍ଚ ନେଉଥିଲେ, ଧରା ପଡିଗଲେ । ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଧରାପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ଖଡିଆଳ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁଜନ କୁମାର ସାହୁ । ଟିଜିଟି ଶିକ୍ଷକଙ୍କ ସର୍ଭିସ୍ ବୁକ୍ ଅପଡେଟ୍ ଏବଂ ବେତନରେ ବାର୍ଷିକ ବୃଦ୍ଧି ମଞ୍ଜୁର…

ଜୀବିକା ଉଜାଡ଼ି ଦେଇଛି କରୋନା

ନୂଆପଡ଼ା: ଦୁର୍ଦ୍ଦିନରେ କୁମ୍ଭାର ପରିବାର । ଯିଏ ଦିନେ ମାଟିକୁ ଜୀବନ ଦେଉଥିଲା ଆଜି ତାରି ଜୀବନ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇ ଯାଇଛି । ତାଲାବନ୍ଦର ପ୍ରଭାବରେ ଜୀବନ ଜିବିକା ଲକ୍ ହୋଇ ଯାଇଥିବା ବେଳେ ବେଶୀ ପ୍ରଭାବିତ ହୋଇଛି କୁମ୍ଭାର ଶିଳ୍ପ । ହାଟ ବଜାର ସବୁଆଡ ବନ୍ଦ ଥିବାରୁ ମାଟି ତିଆରି…

ଦେବଦୂତ ସାଜିଲେ ଡାକ୍ତରବାବୁ

ନୂଆପଡା: ଦେବଦୂତ ସାଜିଲେ ଡାକ୍ତରବାବୁ । ରୋଗୀକୁ ଦେଲେ ନୂଆ ଜୀବନ । ବିରଳ ଅସ୍ତ୍ରୋପଚାର କରି ଭଲ କରିଦେଲେ ଦେହ । ଆଦିବାସୀ ଅଧ୍ୟୁଷିତ ନୂଆପଡାରୁ ଆସିଛି ଏମିତି ଏକ ଭଲଖବର । ଏ ହେଉଛନ୍ତି ଲୋଚନ ବାରିକ । ଗାଁ ଗାଁ ବୁଲି ବାରିକ ସେବା କରନ୍ତି । ହେଲେ ଗଛରୁ ପଡି ଗୋଡର ଚାଲିବା ଶକ୍ତି…