Odia News Portal

ଉତ୍ତର ପ୍ରଦେଶରେ ନାଇଟ କର୍ଫ୍ୟୁ ଲାଗୁ ହେବ

ଦେଶ ବାସୀଙ୍କୁ ଡରାଉଛି କୋରନାର ନୂଆ ଭାରିଆଣ୍ଟ ଓମିକ୍ରନ । ହୁ ହୁ ହୋଇ ବଢିବାରେ ଲାଗିଛି ଓମିକ୍ରନ । ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ନାଇଟ କର୍ଫ୍ୟୁ ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି ।
ବିବାହ ଏବଂ ସାମାଜିକ କାର୍ୟ୍ୟରେ ୨୦୦ ଲୋକଙ୍କୁ ଅନୁମତି ଦିଆଯିବ। ଓ ଶନିବାର ରାତି ୧୧ ରୁ ସକାଳ ୫ ଟା ପର୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।