Odia News Portal
Browsing Tag

Night curfew

ଫେରିଲା ନାଇଟ କର୍ଫ୍ୟୁ

ବଢିଲା କୋଭିଡ କଟକଣା । ରାତି ୯ ଟାରୁ ଲାଗୁ ହେଲା ନାଇଟ କର୍ଫ୍ୟୁ । ରାତି ୧୦ ଟା ପରିବର୍ତ୍ତେ ରାତି ୯ ଟାରୁ ଲାଗୁ ହେଲା କର୍ଫ୍ୟୁ । କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଆଜି ରାଜ୍ୟ ସରକାର କଟକଣା ବୃଦ୍ଧି କରିଛନ୍ତି । ଏସଆରସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି, ସଂକ୍ରମଣ…

ଡିସେମ୍ବର ୨୮ ରୁ କର୍ଣ୍ଣାଟକରେ ଲାଗୁ ହେଲା ନାଇଟ କର୍ଫ୍ୟୁ

କର୍ଣ୍ଣାଟକରେ ନାଇଟ କର୍ଫ୍ୟୁ । ୧୦ ଦିନ ପାଇଁ ଲାଗୁ ହେବ ନାଇଟ କର୍ଫ୍ୟୁ । ଓମିକ୍ରନ କେସ କୁ ନଜରରେ ରଖି ଏଭଳି ନିଷ୍ପତି ନେଇଛନ୍ତି ସରକାର । ଡିସେମ୍ବର ୨୮ ରୁ ଜାନୁଆରୀ ୭ ପର୍ଯ୍ୟନ୍ତ ସକାଳ ୧୦ ରୁ ସଂନ୍ଧ୍ୟା ୫ ଟା ଯାଏ ଲାଗୁ ହେବ ନାଇଟ କର୍ଫ୍ୟୁ । ଏହା ସହ ନୂଆବର୍ଷ ପାର୍ଟି ଓ ସମାବେଶ…

ମହାରଷ୍ଟ୍ରରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ବଡଦିନକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ରାଜ୍ୟରେ ଓମିକ୍ରନ ଭାରିଆଣ୍ଟର ଭୟାବହତା କୁ ଦୃଷ୍ଟିରେ ରଖି ତତ୍କାଳ ନାଇଟ କର୍ଫ୍ୟୁ ଲାଗୁ କଲେ ଉଦ୍ଧବ ସରକାର। ରାତି ୯ଟାରୁ ସକାଳ ୬ଟା ମଧ୍ୟରେ ଲାଗୁ ହେବ କଟକଣା। ଏହି ସମୟ ମଧ୍ୟରେ ୫ଜଣରୁ ଅଧିକ ଏକତ୍ରିତ ହେବା…

ଉତ୍ତର ପ୍ରଦେଶରେ ନାଇଟ କର୍ଫ୍ୟୁ ଲାଗୁ ହେବ

ଦେଶ ବାସୀଙ୍କୁ ଡରାଉଛି କୋରନାର ନୂଆ ଭାରିଆଣ୍ଟ ଓମିକ୍ରନ । ହୁ ହୁ ହୋଇ ବଢିବାରେ ଲାଗିଛି ଓମିକ୍ରନ । ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ନାଇଟ କର୍ଫ୍ୟୁ ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି । ବିବାହ ଏବଂ ସାମାଜିକ କାର୍ୟ୍ୟରେ ୨୦୦ ଲୋକଙ୍କୁ ଅନୁମତି ଦିଆଯିବ। ଓ ଶନିବାର…

କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଆଜିଠୁ ନାଇଟ୍ କର୍ଫ୍ୟୁ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ। ରାତି ୧୦ଟାରୁ ସକାଳ ୫ଟା ଯାଏଁ କେନ୍ଦ୍ରାପଡ଼ା ସହରରେ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ। ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇ ନଭେମ୍ବର ୧ ତାରିଖ ଯାଏଁ ବଳବତ୍ତର ରହିବ। ଗଜଲକ୍ଷ୍ମୀ ପୂଜାକୁ ଦୃଷ୍ଟିରେ…

ଆଜି ରାତି ୮ଟାରୁ ଟ୍ୱିନ୍‍ ସିଟିରେ ନାଇଟ୍‍ କର୍ଫ୍ୟୁ

ଭୁବନେଶ୍ୱର : ପାର୍ବଣ ଆରମ୍ଭ ହୋଇଯାଇଥିବାରୁ ଟ୍ୱିନ୍‍ ସିଟିରେ ହାଟ, ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। କୋଭିଡ୍‍ ସଂକ୍ରମଣ ୫ଶହ ଉପରେ ରହୁଥିବାରୁ ଏହାକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି। ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଟ୍ୱିନ୍‍ ସିଟିରେ ରାତ୍ରିକାଳୀନ ନାଇଟ୍‍ କର୍ଫ୍ୟୁ ଜାରି…

ନାଇଟ୍ କର୍ଫ୍ୟୁ ସମୟରେ ଜାରି ରହିବ ଏହି ସବୁ ସେବା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । କରୋନା ସଂକ୍ରମଣ ଦିନକୁ ଦିନ ପୁଣି ବଢୁଥିବା ବେଳେ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ସୁନ୍ଦରଗଡ଼,…

ନବରଙ୍ଗପୁରକୁ ଫେରିଲା ନାଇଟକର୍ଫ୍ୟୁ

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଆସନ୍ତା ୨୬ ତାରିଖରୁ ନୂଆ କଟକଣା ଜାରି କରିଛନ୍ତି । ରାଜ୍ୟର ପ୍ରଥମ ଜିଲ୍ଲା…