Odia News Portal

ଓମିକ୍ରନ ସଜାଗ,ବସିବ ଉଚ୍ଚସ୍ତରୀୟ ବୈଠକ

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ଚିନ୍ତା ବଢାଇଲାଣି । ରାଜ୍ୟରେ ୨ ଜଣ ଓମିକ୍ରନ ଚିହ୍ନଟ ପରେ ସରକାର ସଜାଗ ହେଉଛନ୍ତି । ତେବେ ବୁଧବାର ଓମିକ୍ରନ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ବସିବ । ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ଲୋକସଭା ଭାବନରେ ଏହି ବୈଠକ ହେବା ନେଇ ସୂଚନା ମିଳିଛି।