Odia News Portal

ପନ୍ତଙ୍କୁ ଏୟାରଲିଫ୍ଟ କରାଯିବ

କ୍ରିକେଟର ଋଷଭ ପନ୍ତଙ୍କୁ ଦିଲ୍ଲୀ ଏୟାରଲିଫ୍ଟ ନେଇ ଯାଜନା କରାଯାଇଛି । ଡିଡିସିଏର ଏକ ଟିମ୍ ପନ୍ତ ଚିକିତ୍ସିତ ହେଉଥିବା ମ୍ୟାକ୍ସ ହସ୍ପିଟାଲ ଯିବେ । ହସ୍ପିଟାଲ କତ୍ତୃପକ୍ଷଙ୍କ ସହ ଏୟାରଲିଫ୍ଟ ନେଇ ଆଲୋଚନା କରିବେ । ଦରକାର ପଡିଲେ ପ୍ଲାଷ୍ଟିକ ସର୍ଜରୀ ପାଇଁ ଏୟାରଲିଫ୍ଟ କରାଯିବ ବୋଲି ଡିଡିସିଏ ସୂଚନା ଦେଇଛନ୍ତି ।